Posted inଜାତୀୟ

ଏଏପି ଛାଡ଼ିବେ ଅଲ୍‌କା ଲାମ୍ବା

ନୂଆଦିଲ୍ଲୀ, ୫ା୮(ପି.ଟି.): ଏଏପି ଉପରେ ଅସନ୍ତୁଷ୍ଟ ଥିବା ଚାନ୍ଦ୍‌ନିଚୌକ୍‌ ବିଧାୟକ ଅଲ୍‌କା ଲାମ୍ବା ଦଳ ଛାଡ଼ିବାକୁ ରବିବାର ଆଗ୍ରହ ପ୍ରକାଶ କରିଛନ୍ତି। ଜନସଭାରେ ସମର୍ଥକଙ୍କ ମତାମତ ନେଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଅଲ୍‌କା କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢିବେ । ସେପଟେ ଏଏପି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ। ପୂର୍ବରୁ ଅନେକ ଥର ସେ ଏଭଳି ଘୋଷଣା କରିଥିବା ଭରଦ୍ୱାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସ ମିସ୍‌ କରିବାରୁ ଲଦି ଦେଇଗଲେ

ଚେନ୍ନାଇ,୧୪।୧୦: କ୍ଲାସରୁମ୍‌ରେ ଜଣେ ଶିକ୍ଷକ ଛାତ୍ରଙ୍କୁ ବିଧା, ଗୋଇଠା ନଦି ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏହି ଘଟଣା ତାମିଲନାଡୁର କୁଡାଲୋର...

ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି: କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮ : କେନ୍ଦ୍ର କ୍ୟାବିନେଟ ବୁଧବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେଇ ଏହି ସଂଖ୍ୟା...

କରୋନା କବଳରେ ୧୨୨ ସିଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ଏବେବି ଏହା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୨ ହଜାରରୁ...

ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଉପରେ ଦିଲ୍ଲୀ, ଟପ୍ ୧୦ରେ ଦେଶର ୩ ସହର

ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି...

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟ ପ୍ରଧାନ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍‌ପୋର୍ଟ ଚିରି ଗିରଫ ହେଲେ ଯୁବକ

ମୁମ୍ବାଇ,୧୧।୭: ପାସ୍‌ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ...

ଧର୍ମନିରପେକ୍ଷତା ଭରି ରହିଛି ଆମ ରକ୍ତରେ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ, ୯।୭ : ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର...

Advertisement
Archives

Model This Week