ଏଆର୍‌ସିସି ଚତୁର୍ଥ ରାଉଣ୍ଡରେ ଯୋଗଦେବ ହୋଣ୍ଡା ଟିମ୍‌

ଭୁବନେଶ୍ୱର,୧ -୭: ଏଫ୍‌ଆଇଏମ୍‌ ଏସିଆନ୍‌ ରୋଡ୍‌ ରେସିଂ ଚାମ୍ପିୟନଶିପର ଚତୁର୍ଥ ରାଉଣ୍ଡରେ ଭାଗନେବା ଲାଗି ହୋଣ୍ଡାର ଭାରତୀୟ ଟିମ୍‌ ଆଇଡେମିଶୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ଜାପାନରେ ପହଞ୍ଚିଛି। ସେଠାକାର ସୁଜୁକା ସର୍କିଟରେ ଏହି ଟିମ୍‌ ରେସିଂରେ ଯୋଗଦେବ। ଚଳିତ ସିଜିନରେ ହୋଣ୍ଡା ଭାରତୀୟ ଟିମ୍‌ ୨୨ ପଏଣ୍ଟ ହାସଲ କରି ଏସିଆ ପ୍ରଡକ୍ସନ ୨୫୦ ଶ୍ରେଣୀରେ ଶ୍ରେଷ୍ଠ ୭ ମଧ୍ୟରେ ସ୍ଥାନିତ ହୋଇଛି। ଆମର ଭାରତୀୟ ଟିମ୍‌ ପାଇଁ ୨୦୧୯ ବର୍ଷ ବହୁତ ଭଲ ସାବ୍ୟସ୍ତ ହୋଇଛି ବୋଲି ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡର ବ୍ରାଣ୍ଡ ଆଣ୍ଡ କମ୍ୟୁନିକେଶନ ଉପସଭାପତି ପ୍ରଭୁ ନାଗରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ...

ଅଣ ସବ୍‌ସିଡି ଏଲ୍‌ପିଜି ଦର ୫୩ ଟଙ୍କା କମିଲା

ନୂଆଦିଲ୍ଲୀ, ୨-୩: ଅଣ ସବ୍‌ସିଡି ଏଲପିଜି ଗ୍ୟାସର ସିଲିଣ୍ଡର ପିଛା ମୂଲ୍ୟ ରବିବାର ୫୩ ଟଙ୍କା ହ୍ରାସ ଘଟିଛି। ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋ...

ନିରାପତ୍ତା କ୍ଷେତ୍ରରେ ହ୍ୟୁଣ୍ଡାଇର ଉଦ୍ୟମ

ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ...

୨ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ,୨୪-୯: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ଚଳିତ ମାସ ୨୬ ଏବଂ ୨୭ରେ...

ଜିଏସ୍‌ଟି ବାର୍ଷିକ ରିଟର୍ନ ଫାଇଲ ସୀମା ବଢ଼ିଲା

ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି।...

କେମିତି ମିଳିବ ଅର୍ଥ ବ୍ୟବସ୍ଥାକୁ ଗତି: ମନ୍ତ୍ର ଦେଲେ ଶକ୍ତିକାନ୍ତ

ମୁମ୍ବାଇ,୨୭।୭: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏହି ସମୟରେ ଅର୍ଥ ବ୍ୟବସ୍ଥାର ଗତିବିଧିକୁ ବଢ଼ାଇବାର ଉପାୟ ସମ୍ପର୍କରେ...

୧୧ ଗୁଣ ବଢ଼ିଛି କୃଷି ବଜେଟ

ନୂଆଦିଲ୍ଲୀ: ୨୦୦୯-୧୦ରେ ଉପା ସରକାରଙ୍କ ସମୟରେ ଦେଶର କୃଷି ବଜେଟ ପରିମାଣ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୧ ଗୁଣ...

ଡିସେମ୍ବର ୧୦ରେ ବ୍ୟାଙ୍କ ମିଶ୍ରଣ ବିରୋଧରେ ଧର୍ମଘଟ

ନୂଆଦିଲ୍ଲୀ,୨୨-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଡିସେମ୍ବର ୧୦ରେ ପାର୍ଲାମେଣ୍ଟ ସାମ୍ନାରେ ଧାରଣା ଦେବେ। ସରକାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ...

Advertisement
Archives

Model This Week