ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୩ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ ତାମିଲନାଡ଼ୁର ଡିଏମ୍‌କେର ଚେପକ ବିଧାୟକ ଜେ. ଆନ୍‌ବାଝଗନ୍‌ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପ୍ରକାଶଥାଉ କି, ତାମିଲନାଡ଼ୁରେ ଏବେ ୪୦ ହଜାରରୁ ଅଧିକ ସଂକ୍ରମିତ ଥିବାବେଳେ ୩୬୭ ଜଣଙ୍କ ଜୀବନ ଗଲାଣି। ଲକ୍‌ଡାଉନ୍‌ ହଟିବା ଓ ପ୍ରବାସୀଙ୍କ ଆଗମନ ପରେ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏଥିରେ କୋଭିଡ୍‌ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବିଧାୟକମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ଏଥିରେ ଭାଗ ନେବାକୁ ବିଭିନ୍ନ ଦଳର ବହୁ ଆଶାୟୀ ପାର୍ଥୀ ରହିଛନ୍ତି। ତେବେ...

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି...

ଇଦ୍‌-ଉଲ୍‌-ଜ୍ଜୁହା ପାଇଁ ଜମ୍ମୁ-କଶ୍ମୀରରେ ଅଢ଼େଇ ଲକ୍ଷ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କଲେ ସରକାର

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍‌-ଉଲ୍‌-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ...

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ...

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଚିରିବା ମାମଲା: କଂଗ୍ରେସ ବିଧାୟକଙ୍କ ଉପରେ ୯୯ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୨୮।୩: ଗୁଜରାଟର ନଭସାରିର ଏକ କୋର୍ଟ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିବା ମାମଲାରେ କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କ ଉପରେ ୯୯ ଟଙ୍କା...

ଝିଅ ବୁଲେଟ ଚଢିବାରୁ ପିତାଙ୍କୁ ଗୁଳିମାଡ

ନୋଏଡା, ୬।୯: ଉତ୍ତର ପ୍ରଦେଶର ନୋଏଡା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବୁଲେଟ୍‌ ଚଢିବାରୁ କିଛି ଦୁର୍ବୃତ୍ତ ତାଙ୍କ ପିତାଙ୍କୁ ଗୁଳି ମାରିଛନ୍ତି। ପୋଲିସ...

ସ୍ଥିତିରେ ସୁଧାର ଆସିଲେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ...

Advertisement
Archives

Model This Week