ଋଣ ଉପରେ ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୧-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ଏକ୍ସଟରନାଲ ବେଞ୍ଚମାର୍କ ଭିତ୍ତିକ ରେଟ ବା ଋଣ ଉପରେ ସୁଧହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରିଛି। ଏହା ଦ୍ୱାରା ବ୍ୟାଙ୍କର ସୁଧହାର ୮.୦୫%ରୁ ୭.୮୦%କୁ ହ୍ରାସ ଘଟିଛି। ଜାନୁୟାରୀ ପହିଲାଠାରୁ ନୂଆ ହାର ଲାଗୁ ହେବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ରହିଛି। ଏହି ସୁଧହାର ହ୍ରାସ ହେବା ପରେ ଏକ୍ସଟରନାଲ ବେଞ୍ଚମାର୍କ ଆଧାରିତ ଋଣ ଉପରେ ଘରର ଇଏମ୍‌ଆଇ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଋଣର କିସ୍ତିରେ ରିହାତି ମିଳିବ। ଘରକ୍ରେତାମାନେ ବର୍ତ୍ତମାନ ୭.୯୦% ଆରମ୍ଭ ସୁଧହାରରେ ଋଣ ନେଇ ପାରିବେ। ଏହା ପୂର୍ବରୁ ୮.୧୫% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକାକୋଲାରୁ ଛଟେଇ ହେବେ ୨,୨୦୦ କର୍ମଚାରୀ

ନୂଆଦିଲ୍ଲୀ: ପ୍ରମୁଖ ମୃଦୁପାନୀୟ କମ୍ପାନୀ କୋକାକୋଲା ପୁଣି ଥରେ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ଏଥିରେ ଆମେରିକାର ୧୨୦୦ ନିଯୁକ୍ତି ମଧ୍ୟ ସାମିଲ...

ଲକ୍‌ଡାଉନ ଯୋଗୁ ଆନିମଲ ସ୍ପିରିଟ୍‌ ଧୀମା

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ୍‌କୁ ରୋକିବା ଲାଗି ସରକାର ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଆର୍ଥତ୍କ କାର୍ଯ୍ୟକଳାପ ଏହି ସମୟରେ ବନ୍ଦ ପଡ଼ିଛି।...

ଦୁଇ ମିଲିୟନ ଅତିକ୍ରମ କରିବ ବୈଦ୍ୟୁତିକ ଯାନ ବିକ୍ରି

ନୂଆଦିଲ୍ଲୀ,୨୭।୩: ବିଗତ କିଛି ବର୍ଷ ହେବ ଭାରତୀୟ ଅଟୋଶିଳ୍ପରେ ଇଲେକ୍ଟ୍ରି ଭେଇକିଲ (ଇଭି)ର ଚାହିଦା ବୃଦ୍ଧି ପାଇଚାଲିଛି। ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର...

ଗ୍ରାହକଙ୍କୁ ସୁବିଧା ଦେବାକୁ ଟେଲିକମ୍‌ କମ୍ପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଟ୍ରାଇ। ଟେଲିକମ୍‌ କମ୍ପାନୀଗୁଡ଼ିକୁ ଟ୍ରାଇ ୨୮ ଦିନ ବଦଳରେ ୩୦ଦିନିଆ ବୈଧତା ଥିବା...

ଖିମ୍‌ଜୀ ଜୁଏଲର୍ସର ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନ

ଭୁବନେଶ୍ୱର,୧୭।୫: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ସ୍ବତନ୍ତ୍ର ହୀରା ଗହଣା ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନର ଶୁଭାରମ୍ଭ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୮।୧: ଦିନକ ପରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରରେ ଉତ୍ସାହ...

ଟିକ୍‌ଟକରୁ ସିଇଓ କେଭିନ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୮: ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି କମ୍ପାନୀ ବର୍ତ୍ତମାନ ସମୟରେ ବିଭିନ୍ନ ବିବାଦୀୟ...

ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ...

Advertisement
Archives

Model This Week