ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ ବିକିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ଅନୀଲ ବ୍ଲାକଷ୍ଟୋନ ସହ କିଛି ଗ୍ଲୋବାଲ ଇକ୍ୱିଟି ଫାର୍ମାଙ୍କ ସହିତ କଥାବାର୍ତ୍ତା କରିଥିବା ଜଣାପଡ଼ିଛି। ଅନୀଲ ତାଙ୍କର ସାନ୍ତାକ୍ରୁଜ ସ୍ଥିତ ଥିବା ମୁଖ୍ୟାଳୟ ରିଲାଏନ୍ସ ସେଣ୍ଟରକୁ ବିକିଦେଇ କିମ୍ବା ଏହାକୁ ଦୀର୍ଘ ମିଆଦି ଲିଜ ସୂତ୍ରରେ ଅନ୍ୟ କାହାକୁ ଦେଇ ଋଣ ସୁଝିବାକୁ ସେ ଚାହୁଁଛନ୍ତି। ଅନୀଲ ଅମ୍ବାନୀଙ୍କର ସାନ୍ତକ୍ରୁଜ ସ୍ଥିତ ମୁଖ୍ୟାଳୟର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ହଜାରରୁ ଦୁଇ କୋଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭ ।୧: ସାଧାଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଗଲାଣି । କୌଣସି ବି ଆକ୍ରମଣ ଘଟଣାକୁ ରୋକିବା ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ଭାଜପା ବିଧାୟକ ନିଲମ୍ବିତ

ରାଞ୍ଚି,୨।୮: ଝାଡ଼ଖଣ୍ଡ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲୁଛି। ଏହି ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ସୋମବାର ବାଚସ୍ପତି...

ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ, ନକଲି ପ୍ରାର୍ଥୀ ସିବିଆଇ ଜାଲରେ…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ୟୁଜି ୨୦୨୨ ପରୀକ୍ଷାରେ ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ରିଗିଂ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ମୋଦି ସରକାର: ଓମାର ଅବଦୁଲା

ଶ୍ରୀନଗର,୫।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ହଟିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରକୁ ଲଦାଖଠାରୁ ମଧ୍ୟ ଅଲଗା କରାଯାଇଥିବା...

କରୋନା ପାଇଁ ରକ୍ଷା କବଚ ବୀମା ପଲିସି; ଜାଣନ୍ତୁ କଣ ରହିଛି ସୁବିଧା

ନୂଆଦିଲ୍ଲୀ,୧୪।୭: ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଠପ୍‌ ହୋଇଥିବା ବେଳେ...

କର୍ନାଟକରୁ ହଟିଲା ରାତ୍ରକାଳିନ କର୍ଫ୍ୟୁ

ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ...

Advertisement
Archives

Model This Week