Posted inଜାତୀୟ

ଉନ୍ନାଓ ମାମଲା: ୧୨ଟା ସୁଦ୍ଧା ସୁପ୍ରିମକୋର୍ଟରେ ହାଜର ହେବାକୁ ସିବିଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ହେଲେ ଦିନ ୧୨ଟା ସୁଦ୍ଧା ଏହି ଘଟଣା ସହ ଜଡିତ ଥିବା ସିବିଆଇ ଅଧିକାରୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। କାରଣ ଏମାନେ ମାମଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇପାରିବେ। ଅନ୍ୟପଟେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମଧ୍ୟ ମାମଲାର ଯାଞ୍ଚକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହଁୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର...

ଖୁସି ଖବର, ଦୈନିକ ସଂକ୍ରମଣ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

‘ଶୁଣାଣି ବେଳେ ପରିପକ୍ୱତା ଦେଖାଇଛି ଗଣମାଧ୍ୟମ’

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ଥିଲା ତାଙ୍କର ଶେଷ...

ଶାହିନବାଗରେ ହାଇଡ୍ରାମା

ନୂଆଦିଲ୍ଲୀ,୨୦ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଥମିନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା...

ପୁଣି ଥରେ ହେବ ଭାରତ-ଚାଇନା ସୀମା ବିବାଦ ଆଲୋଚନା…

ନୂଆଦିଲ୍ଲୀ,୨୧।୧୦: ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ସମାପ୍ତି ଏପର୍ଯ୍ୟନ୍ତ ହୋଉନାହିଁ। ତେବେ ଆଲୋଚନା ମାଧ୍ୟମରେ...

‘ଅଗ୍ନିପଥ’ ସ୍କିମ୍‌ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି...

ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଆଉ ଜଣେ ଆତଙ୍କବାଦୀ ମୃତ ୨ ଏକେ ୪୭ ଜବତ

ପୁଲୱାମା,୨୮ ।୪: ଜମ୍ମୁ-କଶ୍ମୀର ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା...

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ...

Advertisement
Archives

Model This Week