Advertisement
Posted inଜାତୀୟ

ଉଦ୍ଧବଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ବାଲାସାହେବ-ଇନ୍ଦିରାଙ୍କ ପୋଷ୍ଟର

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଗତ ମାସେ ହେଲ ଲାଗି ରହିଥିବା ରାଜନୀତି ଡ୍ରାମା ପରେ ଶେଷରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଶପଥ ଗ୍ରହଣ ପୂର୍ବରୁ ଶିବସେନା ଭବନ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀ ଓ ଶିବସେନା ପ୍ରତିଷ୍ଠାତା ସ୍ବର୍ଗତଃ ବାଲାସାହେବ ଠାକରେଙ୍କ ପୋଷ୍ଟର ଲାଗିଛି। ଏଥିରେ ସତ୍ୟମେବ ଜୟରେ ଲେଖାହେବା ସହ ବାଲାସାହେବଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଲେଖାଯିବା ସହ ଏଥିରେ ଇନ୍ଦିରା ଗାନ୍ଧୀ ଓ ବାଲାସାହେବଙ୍କ ଏକ ପୁରୁଣା ଫଟୋ ମଧ୍ୟ ଲାଗିଛି। ସୂଚନାଯୋଗ୍ୟ, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏପର୍ଯ୍ୟନ୍ତ ଯାହା ଆଲୋଚନା ହେଉଛି କି ଉଦ୍ଧବ ଠାକରେଙ୍କ ସମେତ କଂଗ୍ରେସ ଓ ଏନ୍‌ସିପିର ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଦିଆଯାଇପାରେ। ହେଲେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ବେଶ୍‌ ଉତ୍ସାହିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସି ପଡିଲା ଯୁଦ୍ଧ ବିମାନ ତେଜସ୍‌ର ଫୁଏଲ୍‌ ଟ୍ୟାଙ୍କ

ଚେନ୍ନାଇ,୨।୭: ତାମିଲନାଡୁର ସୁଲୁର ଏୟାର୍‌ ବେସ୍‌ ନିକଟରେ ମଙ୍ଗଳବାର ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏଲ୍‌ସିଏ ତେଜସର ଫୁଏଲ୍‌ ଟ୍ୟାଙ୍କ ଖସିପଡିଥିବା ସୂଚନା ମିଳିଛି। ଏହା...

ଚଳିତ ବର୍ଷ ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି।...

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର...

ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୧୮ା୭: ଭାରତର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଲାଗି ଭାଜପା...

ଦେଶରେ ସାମାନ୍ୟ କମିଲା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୫୦ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ, ୮୦୪ ମୃତ

ନୂଆଦିଲ୍ଲୀ,୧୨।୨: ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମୁଥିବା ବେଳେ କରୋନା ଗ୍ରାଫ୍‌ ତଳକୁ ଖସିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଅପେକ୍ଷା ଶନିବାର...

ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!

ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ...

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।...

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି...

Advertisement
Archives

Model This Week