Posted inଜାତୀୟ

ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଲୋକଙ୍କୁ ଟଙ୍କାଏରେ ଚିକିତ୍ସା ସୁବିଧା ଦେବା ସହିତ ଚାଷୀଙ୍କ ଋଣ ଛାଡ଼ ପାଇଁ ଏଥିରେ କୁହାଯାଇଛି। ଚାଷୀଙ୍କ ଲାଗି ସରକାର ନୂଆ ଫସଲ ବୀମା ଯୋଜନା ଆଣିବେ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି। ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ଉପରେ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମରେ ଜୋର୍‌ ଦିଆଯାଇଛି। ଗରିବ ପିଲାଙ୍କୁ ମାଗଣା ଶିକ୍ଷା ସହିତ ମହିଳାଙ୍କ ସୁରକ୍ଷାକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଭାଜପା ନେତାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧।୪: ଜଣେ ବ୍ୟବସାୟୀଙ୍କୁ ଘର ନିର୍ମାଣ ଲାଗି ସୁଯୋଗ ଦେବା ନିମନ୍ତେ ୧୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଦିଲ୍ଲୀର ୨ ଜଣ ଭାଜପା...

ଦିଲ୍ଲୀ ଲୋକଙ୍କ ଜୀବନ ପାଇଁ ଲଢ଼ିବା ମୋ ଅପରାଧ

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀର ୨ କୋଟି ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରିବା ମୋ ଅପରାଧ। ତୁମେ ଯେତେବେଳେ ନିର୍ବାଚନ ରାଲିରେ ମାତିଥିଲ, ମୁଁ ସେତେବେଳେ ଅକ୍ସିଜେନ...

ସୁରକ୍ଷାରେ ତ୍ରୁଟି: କେନ୍ଦ୍ରମନ୍ତ୍ରୀଙ୍କ କନ୍‌ଭେ ଉପରେ ପଥରମାଡ଼

ବକ୍ସର,୧୨।୧: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ କନ୍‌ଭେ ଉପରେ ଗୁରୁବାର ସନ୍ଧ୍ୟାରେ ପଥରମାଡ଼ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ବର୍ତ୍ତିଯିବା ସହ ସୁରକ୍ଷାକର୍ମୀଙ୍କ ବଳୟରେ ସୁରକ୍ଷିତ ଭାବେ...

ଆଭିମୁଖ୍ୟ ସ୍ପଷ୍ଟ କରୁ କେନ୍ଦ୍ର

ନୂଆଦିଲ୍ଲୀ, ୨୭ା୭: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣାରେ ବିଭିନ୍ନ ସାମଗ୍ରୀ ବଣ୍ଟନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରତିଶ୍ରୁତି ଦେବା ଏକ...

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ...

ଦୁର୍ଘଟଣାରୁ ବର୍ତ୍ତିଲା ୨ ବିମାନ

ନୂଆଦିଲ୍ଲୀ,୨୪ା୮ : ଦିଲ୍ଲୀ ବିମାନବନ୍ଦରରେ ବୁଧବାର ଅପରାହ୍ନରେ ଭିସ୍ତାରା ଏୟାରଲାଇନ୍ସର ଦୁଇଟି ବିମାନ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଭୟ ବିମାନରେ ପ୍ରାୟ ୩୦୦...

ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨୮।୩: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ମୁକାବିଲା ଲାଗି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ...

ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି...

Advertisement
Archives

Model This Week