ନୂଆଦିଲ୍ଲୀ,୧୧-୬: ଦେଶର ପ୍ରମୁଖ କାର୍ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଗତ ମାସରେ ଏହାର ଉତ୍ପାଦନକୁ ୧୮% କମାଇଛି। ଗତ ୪ ମାସ ଧରି କମ୍ପାନୀ ଏହାର ଉତ୍ପାଦନ ହ୍ରାସ କରିଥିବା ରେଗୋଲେଟୋରୀ ଫାଇଲିଂରୁ ଜଣାପଡିଛି। ମେ ମାସରେ କମ୍ପାନୀ ୧.୫୧ ଲକ୍ଷ ୟୁନିଟ ଯାନ ଉତ୍ପାଦନ କରିଛି। ଏଥିରେ ସୁପର କ୍ୟାରୀ ହାଲକା ବାଣିଜି୍ୟକ ଯାନ ସାମିଲ ରହିଛି। ଗତ ମାସ ମେ ମାସରେ କମ୍ପାନୀ ୧.୮୪ ଲକ୍ଷ ୟୁନିଟ ଯାନ ଉତ୍ପାଦନ କରିଥିବା ବେଳେ ଚଳିତ ବର୍ଷ ୧୮.୧% ଉତ୍ପାଦନ ହ୍ରାସ କରିଥିବା କହିଛି। ଚାହିଦା ପ୍ରଭାବିତ ହେବାରୁ କମ୍ପାନୀଗୁଡିକ ବିକ୍ରି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସାମ୍ନା କରୁଛନ୍ତି। ଫଳରେ କମ୍ପାନୀଗୁଡିକ ବାଧ୍ୟ ହୋଇ ନିଜର ଉତ୍ପାଦନକୁ ହ୍ରାସ କରୁଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। ଚଳିତ ବର୍ଷ ଏପ୍ରିଲରେ ମୋଟ ପାସେଞ୍ଜର ଯାନ ବିକ୍ରିରେ ୧୭% ହ୍ରାସ ଘଟିଛି। ଏହା ଗତ ୮ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର। ଚାହିଦା ହ୍ରାସ ଏବଂ ବଜାରରେ ନଗଦ ସଙ୍କଟ ଭଳି ଅନ୍ୟ କିଛି ସମସ୍ୟା ବିକ୍ରି ଉପରେ ପ୍ରଭାବ ପକାଉଥିବା ଜଣାପଡିଛି।

ଟୟୋଟା ଆଣିଲା ନୂଆ ପ୍ରିମିୟମ ହ୍ୟାଚ୍ ବ୍ୟାକ୍ ଗ୍ଲାଞ୍ଜା
ନୂଆଦିଲ୍ଲୀ,୭-୬: ଟୟୋଟା କିର୍ଲୋସ୍କାର ମୋଟର୍ସ (ଟିକେଏମ୍) ପକ୍ଷରୁ ପ୍ରିମିୟମ ହ୍ୟାଚ୍ବ୍ୟାଚ୍ ସେଣ୍ଟମେଣ୍ଟରେ ପ୍ରବେଶ ପୂର୍ବକ ନୂଆ ‘ଟୟୋଟା ଗ୍ଲାଞ୍ଜା’ ମଡେଲ ବଜାର ଆସିଛି। ଯୁବବର୍ଗଙ୍କ ଚାହିଦାକୁ...

ପିଲାମାନଙ୍କ କଥା ଶୁଣି ପୁରା ସ୍କୁଲର ଟାଇମ୍ଟେବୁଲ ବଦଳାଇ ଦେଇଥିଲେ ନୀତା ଅମ୍ବାନୀ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବ୍ୟବସାୟରେ ଦୂରଦର୍ଶିତା ପାଇଁ ବେଶ୍ ଜଣାଶୁଣା।...

ଏବେ ଚୁଲି ଜଳାଇବା ବି ମହଙ୍ଗା !…
ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି।...

ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା
ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ...

ମିସ୍ଡ କଲରେ ମିଳିବ ଗ୍ୟାସ
ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ...

ଟାଟା ସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଚ୍ଛୁକ ନୁହନ୍ତି ମିସ୍ତ୍ରି
ନୂଆଦିଲ୍ଲୀ,୨୬।୧୨: ଟାଟା ସନ୍ସର ଅଧ୍ୟକ୍ଷ ପଦବୀକୁ ପୁଣି ଫେରିବାକୁ ସାଇରସ ମିସ୍ତ୍ରି ଇଚ୍ଛୁକ ନ ଥିବା ଜଣାପଡିଛି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମରେ ଏ ସମ୍ପର୍କରେ...

ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା...

ଗାଁରେ ଉଦ୍ୟୋଗ ବସାଇବେ ବଡ଼ କମ୍ପାନୀ
ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସାଧାରଣରେ ବିଶ୍ୱାସ ରହିଛି ଯେ ବଡ଼ କମ୍ପାନୀରେ କାମ କରିବା ଲାଗି କେବଳ ବଡ଼ ବଡ଼ ସହରକୁ ଯିବାକୁ ପଡିବ। ଆଗକୁ ଗାଁରେ...