ଉତ୍ତର କୋରିଆ-ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ

ସିଓଲ୍‌,୩।୫: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ ଘଟିଛି। ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ହୋଇଥିବା କୁହାଯାଉଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦୀର୍ଘ ୨୦ ଦିନ ନିଖୋଜ ରହି ବାହାରକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଏଭଳି ହୋଇଛି। ପୂର୍ବରୁ ୨୦୧୭ରେ ଦୁଇ ଦେଶ ସୀମାରେ ଉଭୟ ପକ୍ଷ ସେନା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଭଳି କୌଣସି ଘଟଣା ଘଟି ନ ଥିଲା। ସୂଚନାଯୋଗ୍ୟ ଉଭୟ ଦେଶ ମଧ୍ୟରେ ଦୀର୍ଘ ୧୧୫ କିଲୋମିଟରର ସୀମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କାଇଲ୍‌ଙ୍କୁ ଦୋଷମୁକ୍ତ ରାୟ

ଓ୍ବାଶିଂଟନ୍‌, ୨୧ା୧୧: ଆମେରିକାର ଜଣେ କିଶୋର କାଇଲ୍‌ ରିଟେନ୍‌ହାଉସ୍‌ଙ୍କୁ ଏକ ହତ୍ୟା ମାମଲାରେ ଦୋଷମୁକ୍ତ କରାଯିବା ରାୟକୁ ନେଇ ବିବାଦ ଦେଖାଦେଇଛି। ଗତ ବର୍ଷ ଅଗଷ୍ଟରେ...

ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ

ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ...

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର...

ବିଶ୍ୱରେ ଚତୁର୍ଥ ଲହର

ନୂଆଦିଲ୍ଲୀ, ୨୫।୧୨(ପି.ଟି.): ବିଶ୍ୱ ଏବେ କୋଭିଡ୍‌ ମହାମାରୀର ଚତୁର୍ଥ ଲହରକୁ ସାମ୍‌ନା କରୁଥିବା ନେଇ ଶୁକ୍ରବାର କେନ୍ଦ୍ର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏଭଳି ସମୟରେ...

ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ...

ବଳାତ୍କାର ମାମଲାରୁ ବର୍ତ୍ତି ପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୮।୮: ନ୍ୟୁୟର୍କର ଜଣେ ବିଚାରପତି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେଉଁ ବଳାତ୍କାର ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ।...

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଯୋଜନା, ଜେଲେନସ୍କିଙ୍କ ସର୍ତ୍ତ…

ମସ୍କୋ/କ୍ୱିଭ୍‌,୧୭।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୨୨ ଦିନ ବିତିଛି। ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ...

ଜାପାନ ଜାହାଜରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ଟୋକିଓ,୧୬।୨: ଜାପାନ ଉପକୂଳରେ ଅଲଗା ହୋଇ ଠିଆ ହୋଇଥିବା ଜାହାଜ ଡାଇମଣ୍ଡ ପ୍ରିନ୍‌ସେସ୍‌ରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ...

Advertisement
Archives

Model This Week