Posted inଜାତୀୟ

ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସ୍ବତନ୍ତ୍ର ଦେବ

ନୂଆଦିଲ୍ଲୀ, ୧୬।୭: ସ୍ବତନ୍ତ୍ର ଦେବ ସିଂହଙ୍କୁ ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଭାଜପା। ସେ ମହେନ୍ଦ୍ର ନାଥ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ସ୍ବତନ୍ତ୍ର ଦେବ ସିଂହ ଜଣେ ଟାଣୁଆ ଓବିସି ନେତା ଭାବେ ବେଶ ଜଣାଶୁଣା। ସେ ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମହାରାଷ୍ଟ୍ର ଭାଜପା ମୁଖ୍ୟ ଭାବେ ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ୍ଥର୍ସ ପାର୍ଟି ସୁପ୍ରିମୋ ଭୀମ ସିଂଙ୍କ ପରଲୋକ

ଶ୍ରୀନଗର,୩୧।୫: ଜମ୍ମୁ କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟିର ସୁପ୍ରିମୋ ପ୍ରଫେସର ଭୀମ ସିଂଙ୍କ ଦେହାନ୍ତ ହୋଇଛି। ସେ ମଙ୍ଗଳବାର ସକାଳେ ଜମ୍ମୁର ବକ୍ସି ନାଗର ହସ୍ପିଟାଲରେ...

ସିବିଆଇକୁ ଭର୍ସନା, କେତେଜଣଙ୍କୁ ଦଣ୍ଡ ଦେଇଛ ପଚାରିଲେ ଏସ୍‌ସି…

ନୂଆଦିଲ୍ଲୀ,୪।୯: ସିବିଆଇର କାର୍ଯ୍ୟ ଶୈଳୀ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ଶନିବାର ଏକ ମାମଲାର ଶୁଣାଣି ସମୟରେ ଭର୍ସନା କରିବା ସହିତ କଠୋର ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ...

ଅଯୋଗ୍ୟ ପୁଅ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ଭାଜପା

ବେଙ୍ଗାଲୁରୁ,୨।୫: କର୍ନାଟକ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ...

୨୦୨୪ ପୂର୍ବରୁ ପୁଣି ହେବ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ: ଉଦିତ୍‌ ରାଜ

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ଉଦିତ୍‌ ରାଜ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ପୂର୍ବରୁ ପୁଣି ପୁଲଓ୍ବାମା ଭଳି...

ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା: ୪୦ କୋଟି ଆୟ

ନୂଆଦିଲ୍ଲୀ, ୨୬ା୧୨: (ନ୍ୟୁ ଇଣ୍ଡିଆ ସମାଚାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ଦେଶ ଖୋଲା ଶୌଚରୁ ମୁକ୍ତହେବା ସହ...

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ...

ଝାଡ଼ଖଣ୍ଡରେ କଂଗ୍ରେସକୁ ମିଳିବ ଗୋଟିଏ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ...

ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ

ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...

Advertisement
Archives

Model This Week