ଇ-ଅଫିସ ପରିସରଭୁକ୍ତ ହେଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୨: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରେ ଏବେ ଇ-ଅଫିସ୍‌ ପରିସରଭୁକ୍ତ ହୋଇଛି ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ। ଏଣିକି ଏହି କାର୍ଯ୍ୟାଳୟର ସମସ୍ତ ଫାଇଲପତ୍ର କାମ ଇ-ଅଫିସ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଅଣାଯିବା ସହ ସମୟ ଓ ଅଫିସ ଷ୍ଟେସନାରୀର ଅପଚୟ ରୋକାଯାଇ ପାରିବ। ଏହି ଅବସରରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲା ସୂଚନା ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ଓ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ତଥ୍ୟ ସଂଯୋଜନା କରିଥିଲେ ଚନ୍ଦ୍ରଜିତ ପରିଜା। ଜିଲା ସୂଚନା ଅଧିକାରୀଙ୍କ ସହ ଅତିରିକ୍ତ ସୂଚନା ଅଧିକାରୀ ଓ ଏନ୍‌ଆଇସିର କର୍ମକର୍ତ୍ତା ବିକାଶ ଦାସ, ଦେବାଶିଷ ମହାନ୍ତି ପ୍ରମୁଖ ଇ-ଅଫିସ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଇ-ମନିଟରିଂ ବ୍ୟବସ୍ଥାରେ ଜିଲା ଶିକ୍ଷା ବିଭାଗ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲାପାଳ ତଥା ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାଳୟର କାର୍ଯ୍ୟପ୍ରଣାଳୀ କମ୍ପ୍ୟୁଟରୀକୃତ ହୋଇପାରିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶହେବର୍ଷ ପରେ…ସୋରଡା ରଥଯାତ୍ରାରେ ଛେରାପହଁରା କଲେ ରାଜବଂଶୀ

ସୋରଡା,୪ା୭(ଡି.ଏନ୍‌.ଏ.)- ଦୀର୍ଘ ଶହେବର୍ଷ ପରେ ସୋରଡା ରଥଯାତ୍ରାରେ ରାଜବଂଶୀ ଛେରାପହଁରା କରିଛନ୍ତି। ଡ. ଦେବବତ୍ତ ସିଂଦେଓ ଯୋଗଦେଇ ରଥାରୁଢ ଠାକୁରଙ୍କ ନିକଟରେ ଛେରାପହଁରା ନୀତି ସମ୍ପନ୍ନ...

ବାତ୍ୟା ଧୋଇନେଲା କଲଭର୍ଟ: ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ

ପାଟଣା,୨୯।୫(ସ୍ବ.ପ୍ର.): ବାତ୍ୟା ୟାସ୍‌ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସାହାରପଡା ରାସ୍ତା ମଧ୍ୟରେ ଥିବା ଜହ୍ନଇନାଳ କଲଭର୍ଟ ଧୋଇ ହୋଇଯାଇଛି। ଏ ନେଇ...

୫ ଜଣଙ୍କୁ ନେଇ ହେବ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା  

ମନମୁଣ୍ଡା,୨୯।୫ (ଡି.ଏନ.ଏ.)- ଚଳିତବର୍ଷ କରୋନା କଟକଣା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ଥିବା ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ପୂଜକଙ୍କ ସମେତ ୫ ଜଣଙ୍କୁ...

ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ।...

ପ୍ରଭାକର ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର: ଉଦ୍‌ଘାଟନ କଲେ ଜିଲାପାଳ

ଛତ୍ରପୁର,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସ୍ମୃତି କମିଟି ପକ୍ଷରୁ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ହକି ଦଳର ମ୍ୟାନେଜର ତଥା...

କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ମହାମାରୀ ନେଇ ଲକ୍‌ଡାଉନ୍‌ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...

ହାଇକୋର୍ଟ ଗଲେ ପ୍ରଦୀପ, ଆକାଶ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆଇଏଫସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ...

ସ୍ପେଶାଲିଷ୍ଟ, ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମିଳିବ ଇନ୍‌ସେନ୍‌ଟିଭ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ସ୍ପେଶାଲିଷ୍ଟ ଏବଂ ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଆକୃଷ୍ଟ କରିବାକୁ ପ୍ରୋତ୍ସାହନ ରାଶି (ଇନ୍‌ସେନ୍‌ଟିଭ) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡାକ୍ତରମାନଙ୍କ ଡିପ୍ଲୋମେଟ୍‌...

Advertisement
Archives

Model This Week