Posted inଜାତୀୟ

ଇସ୍ରୋ ଅଧ୍ୟକ୍ଷଙ୍କ ନାମରେ ଫେକ୍‌ ଆକାଉଣ୍ଟ

ଚେନ୍ନାଇ,୧୦ା୯(ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନ ଥିତ୍ବା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଅନେକ ସୋସିଆଲ ମିଡିଆରେ ଶିବନଙ୍କ ନାମରେ ଆକାଉଣ୍ଟ କାର୍ଯ୍ୟକ୍ଷମ ହେଉଥିବା ଇସ୍ରୋ ନଜରକୁ ଆସିବା ପରେ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ସେଗୁଡ଼ିକ ଫେକ୍‌ ଆକାଉଣ୍ଟ। ଚନ୍ଦ୍ରୟାନ-୨ ସମ୍ପର୍କିତ ଯେକୌଣସି ସୂଚନା କେବଳ ଇସ୍ରୋ ଓ୍ବେବସାଇଟରେ ଘୋଷଣା କରାଯିବ ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ବଡ଼ ଝଟ୍‌କା: କୃଷି ଆଇନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଏହା...

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି...

ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । କିଛି ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବାରୁ କିଛି କଟକଣା ଲାଗୁ...

ମୁମ୍ବାଇରେ ଲଗାଣ ବର୍ଷା: ସ୍କୁଲ କଲେଜ ବନ୍ଦ, ସହରରେ ୪୮ଘଣ୍ଟା ପାଇଁ ରେଡ ଆଲର୍ଟ ଜାରି

ମୁମ୍ବାଇ,୩।୮: ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ। ଶୁକ୍ରବାର ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଓ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ମହାରାଷ୍ଟ୍ରର...

ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌

ନୂଆଦିଲ୍ଲୀ, ୨୯।୭: କେତେକ ଆପ୍‌ରେ ଭାଇରସ୍‌ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍‌ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌...

ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ

ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା...

୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା

ନୂଆଦିଲ୍ଲୀ,୨୭।୧: ପ୍ରାୟ ୧୩ଲକ୍ଷ ଯବାନଙ୍କୁ ନେଇ ଭାରତୀୟ ସେନା ଧୀରେ ଧୀରେ ତା’ର ଶକ୍ତି ବୃଦ୍ଧି କରୁଛି ବୋଲି ଜଣାପଡିଛି। ସେନା ରକେଟ ଓ କ୍ଷେପଣାସ୍ତ୍ରଠାରୁ...

କଂଗ୍ରେସର ଫାଇଟର ପାଇଲଟ୍‌ ଶତ୍ରୁ ଶିବିର ମୁହାଁ

ଜୟପୁର,୧୩।୭: ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍‌ ବୋଲାଉଥିବା ସଚିନ ପାଇଲଟ୍‌...

Advertisement
Archives

Model This Week