Posted inଜାତୀୟ

ଇସ୍ତଫା ଦେଲେ ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ ଶିବସେନା ମେଣ୍ଟ ଭାଙ୍ଗିବାକୁ ପ୍ରସ୍ତୁତ ହେଲାଣି। ସେପଟେ ଏନ୍‌ସିପି ବିରୋଧୀ ଆନରେ ବସିବ ବୋଲି ସଫାସଫା କହିଦେବା ପରେ କଂଗ୍ରେସ ବାହାରୁ ଶିବସେନାକୁ ସହଯୋଗ କରିବ ବୋଲି କହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଉ ୨ ଦିନ ଥିବା ବେଳେ ଏବେ ପୁଣିଥରେ ଏଠି ରାଜନୀତି ହୋଇଛି ସରଗରମ। ଇସ୍ତଫା ଦେବାପରେ ଫଡନବିଶ କହିଛନ୍ତି ୫୦-୫୦ ଫର୍ମୁଲାକୁ ନେଇ କେବେ ବି ଶିବସେନା ସହ କିଛି କଥା ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ବିଏସଏଫ ଆକ୍ରମଣରେ ପାକିସ୍ତାନୀ ନାଗରିକ ମୃତ

ନୂଆଦିଲ୍ଲୀ,୪।୮: ବଦଳୁ ନାହିଁ ପାକିସ୍ତାନର ପ୍ରକୃତି। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକସ୍ତାନୀ ନାଗରିକ ବିଏସଏଫ ଯବାନଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ବିଏସଏଫ...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ସେଲିବ୍ରିଟିମାନେ ଘରୋଇ ହସ୍ପିଟାଲରେ ମାଡିବସିଛନ୍ତି ଶଯ୍ୟା

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କରୋନା ସଂକ୍ରମଣର ଗମ୍ଭୀର...

ଜେଲରେ ଦୁଇ କଏଦୀଙ୍କ ଆତ୍ମହତ୍ୟା

ସୁଲତାନପୁର୨୧ା୬: ଉତ୍ତରପ୍ରଦେଶର ସୁଲ୍‌ତାନପୁର ଜିଲା ଜେଲ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଲ୍‌ ପରିସରରେ ଥିବା ଏକ ଗଛରେ ବୁଧବାର ଦୁଇଜଣ କଏଦୀ ରଶି ଲଗାଇ...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଡ. ମାଣ୍ଡତି...

ପରଲୋକରେ ଗୁଜୁରାଟୀ ଗାୟକ ମହେଶ କାନୋଡିଆ

ଗାନ୍ଧୀନଗର, ୨୫।୧୦- ଗୁଜୁରାଟୀ ଗାୟକ ତଥା ଭାଜପାର ପୂର୍ବତନ ଏମପି ମହେଶ କାନୋଡିଆଙ୍କ ରବିବାର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ମହେଶ ଗୁଜୁରାଟର ଗାନ୍ଧୀନଗରରେ...

Advertisement
Archives

Model This Week