Posted inଜାତୀୟ

ଇମ୍ରାନ୍‌ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍‌ ହୋଇଯାଇଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ। ମାତ୍ର ମୋଦି ଏହାକୁ ବେଖାତିର କରିଛନ୍ତି। ସମ୍ମିଳନୀ ଶେଷ ପରେ ମଙ୍ଗଳବାର ସ୍ବଦେଶ ଫେରିବା ସମୟରେ ମୋଦିଙ୍କ ବିମାନ ପାକିସ୍ତାନ ଆକାଶ ମାର୍ଗ ଦେଇ ଉଡ଼ାଣ କରିଛି। ଇମ୍ରାନ୍‌ଙ୍କ ଏଭଳି ଧମକ ଦେବାର କେଇ ଘଣ୍ଟା ପରେ ଏହା ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ ହେବ

ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ...

କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ...

ଲତାଙ୍କ ଦେହାନ୍ତ ଗୁଜବ

ନୂଆଦିଲ୍ଲୀ,୧୯ା୧୧: ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ଦେହାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର...

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ...

ଅନୁପ ଗୁପ୍ତା ଚଣ୍ଡିଗଡ଼ ମେୟର ନିର୍ବାଚିତ

ଚଣ୍ଡିଗଡ଼,୧୮।୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ...

୨୦୦ରୁ ଅଧିକ ବୋମା ଉଦ୍ଧାର

କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି।...

ପାଇଲଟ୍‌ଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,୨୮।୧୦: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ଭାଜପା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି।...

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

Advertisement
Archives

Model This Week