ଇଦ୍‌-ଉଲ୍‌-ଜୁହା ଅବସରରେ ସମୂହ ନମାଜ ପାଠ

ଭଦ୍ରକ ଅଫିସ,୧୨।୮: ଭଦ୍ରକ ସହରର କୁଆଁସସ୍ଥିତ ଇଦ୍‌ଗାହଠାରେ ଇଦ୍‌-ଉଲ- ଜୁହା ଅବସରରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି l ସହରର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ସଂଖ୍ୟକ ମୁସ୍‌ଲିମ ଶ୍ରଦ୍ଧାଳୁ ଏହି ନମାଜ ପାଠରେ ଅଂଶଗ୍ରହଣ କରିଛନ୍ତି l ସୁରକ୍ଷା ଦୃଷ୍ଟିରୁ ଏହି ପର୍ବ ପାଇଁ ସହରର ବିଭିନ୍ନ ସ୍ଥାନରେ ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍ଗାଲୁରୁରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ଗାଁକୁ ଫେରିଲା ମୃତଦେହ

କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍‌ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ...

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ସ୍ବଚ୍ଛ ଭାରତ ମିଶନ୍‌ ବାଟବଣା: ବ୍ୟକ୍ତିଗତ ନୁହେଁ ଗୋଷ୍ଠୀକୁ ଦେଉଛନ୍ତି ଗୁରୁତ୍ୱ

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.),୧୯।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ଜରିଆରେ ପାଇଖାନା ନିର୍ମାଣ କାର୍ଯ୍ୟ ବାଟବଣା ହେଉଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲ୍ଳକରେ ମୋଟ...

ମୁମ୍ବାଇରେ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ମୃତ୍ୟୁ

ଛତ୍ରପୁର,୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଜଣେ ଓଡ଼ିଆଙ୍କର ମୁମ୍ବାଇ ମେଡିକାଲରେ ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର...

୨ଲକ୍ଷର ହିସାବ ଦେଇପାରିଲେନି ଥାନା ଅଧିକାରୀ

ବରଗଡ଼ ଅଫିସ୍‌,୩୦।୧୧: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏକ କାର୍‌(ନଂ-ଓଡ଼ି୧୫କେ ୬୧୧୧) ଯୋଗେ...

୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ

ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...

ଲକ୍ଷେ ଚାରା ଲଗାଇବ ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌

ଓଡ଼ାପଡ଼ା, ୮ା୬(ଡି.ଏନ.ଏ.)  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଚଳିତବର୍ଷ ୧ ଲକ୍ଷ ଚାରା ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ପରିବେଶ...

ଦୀର୍ଘବର୍ଷ ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ: ସେତୁ ନିର୍ମାଣ କଲେ ଲୋକେ

ଆଳି,୨।୧୨ (ଡି.ଏନ୍‌.ଏ.): ସ୍ବାଧୀନତାର ୭୨ ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଗମନାଗମନ ଭଳି ମୌଳିକ...

Advertisement
Archives

Model This Week