Posted inଜାତୀୟ

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା ଯୋଧବୁର ଏୟାର ବେସ୍‌ରୁ ଉଡ଼ାଣ କରିବା ପରେ ଏହାକୁ ଭାରତୀୟ ବାୟୁସେନା ସେବାରୁ ହଟାଇ ଦିଆଯିବ। ଲଗାତାର ମିଗ୍‌-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବାୟୁସେନା ପକ୍ଷରୁ ଏହାକୁ ସେବାରୁ ହଟାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ୧୯୮୦ରେ ତତ୍‌କାଳୀନ ସୋଭିଏତ୍‌ ସଂଘ ପକ୍ଷରୁ କିଣା ଯାଇଥିଲା। ଗତ ୩୦ ବର୍ଷ ଧରି ଏହା ବାୟୁସେନା ସେବାରେ ରହିଥିଲା। କାରଗୀଲ୍‌ ଯୁଦ୍ଧରେ ଏହା ବେଶ୍‌ ସଫଳ ରହିଥିଲା। ସୂଚନାଯୋଗ୍ୟ, ସମ୍ପ୍ରତି ପୃଥିବୀର ଅନ୍ୟ କୌଣସି ଦେଶରେ ମିଗ୍‌-୨୭ ବିମାନକୁ ବ୍ୟବହାର କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୨ ବର୍ଷ

ନୂଆଦିଲ୍ଲୀ,୨୬ ।୭: ଦେଶ ମଙ୍ଗଳବାର ପାଳନ କରୁଛି କାରଗିଲ ବିଜୟ ଦିବସ । ୨୨ ବର୍ଷ ପୂର୍ବେ ଠିକ ଆଜିିର ଦିନରେ ଭାରତ ପାକିସ୍ତାନ ସେନାକୁ...

କରୋନା ଟିକା ନେଇ ଲୋକଙ୍କୁ ମିଛ ଆଶା ଦିଅନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ,୨।୯: ଭାରତରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଏବେ ଜାରି ରହିଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,...

ଭାଗବତଙ୍କୁ ବି ଆତଙ୍କବାଦୀ କହିବାକୁ ପଛାଇବେ ନାହିଁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୪ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍...

୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି।...

୧୦ ଜନପଥ ଉପରେ ସମସ୍ତଙ୍କ ନଜର: ସନ୍ଧ୍ୟାରେ ହେବ ବୈଠକ

ନୂଆଦିଲ୍ଲୀ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଏବେ ପାଗ ଭିଡୁଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ତାକୁ ବହୁମତ ସାବ୍ୟସ୍ତ କରିବାକୁ ସମୟ ଦିଆଯାଇଛି।...

ଚିରାଗଙ୍କୁ ସମର୍ଥନ କଲେ ତେଜସ୍ୱୀ

ପାଟନା,୧୯ ।୧୦: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି...

୮ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ...

ରାଜସ୍ଥାନ ରାଜନୀତିକୁ ନେଇ ମୁହଁ ଖୋଲିଲା ଭାଜପା

ନୂଆଦିଲ୍ଲୀ,୧୮।୭: ରାଜସ୍ଥାନ ରାଜନୀତିରେ ଏବେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀର ଆୟୋଜନ...

Advertisement
Archives

Model This Week