ଆୟକର ହ୍ରାସ କିମ୍ବା ଜିଏସ୍‌ଟି ବୃଦ୍ଧି ନ ହେଉ: ପୂର୍ବତନ ସିଇଏ

ନୂଆଦିଲ୍ଲୀ,୧୨-୧୨: ଦେଶରେ କେବଳ ଆର୍ଥତ୍କ କାର୍ଯ୍ୟକଳାପ କମି ନାହିଁ ବରଂ ବର୍ତ୍ତମାନ ମାନ୍ଦାବସ୍ଥାର ଜଟିଳତା ଦେଇ ଘରୋଇ ବଜାର ଗତି କରୁଛି ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ଏଭଳି ସ୍ଥିତିରେ ଆୟକର ହ୍ରାସ ଏବଂ ଜିଏସ୍‌ଟିରେ ବୃଦ୍ଧି ନ ହେଉ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି, ଚାହିଦା ଭିତ୍ତିକ ଅଭିବୃଦ୍ଧି ଏକ ତଥାକଥିତ ଭାରତୀୟ ଭାବନା। ପୂର୍ବ ଏସିଆ ସମେତ ଅଧିକାଂଶ ଅର୍ଥନୀତି ଲାଗି ନିବେଶ ବୃଦ୍ଧି ଏବଂ ରପ୍ତାନି ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଏଭଳି ସ୍ଥିତିରେ ଭାରତରେ ଆୟକର ହ୍ରାସକୁ ସମର୍ଥନ କରିହେବନି। ବର୍ତ୍ତମାନର ସମୟ ଜିଏସ୍‌ଟି ବଢାଇବା ଲାଗି ଖରାପ ସମୟ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ଧର୍ମଘଟକୁ ଉହ୍ଲାଇବ ବିଏମ୍‌ଏସ୍‌

ନୂଆଦିଲ୍ଲୀ,୨୯-୧୨: ଘରୋଇକରଣ,ପୁଞ୍ଜି ପ୍ରତ୍ୟାହର ଏବଂ ବେକାରି ଭଳି ପ୍ରସଙ୍ଗ ଆଧାରରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ଜାନୁୟାରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପ୍ରତି ଜିଲାର...

ବଜେଟ ପ୍ରସ୍ତୁତିରେ ନବରତ୍ନ…

ନୂଆଦିଲ୍ଲୀ,୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୩ ରେ ଶେଷ ପୂର୍ଣ୍ଣ କେନ୍ଦ୍ର ବଜେଟ ଉପସ୍ଥାପନ...

ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ...

୮ କୋର୍‌ ସେକ୍ଟର ଧିମା

ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍‌ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍‌ରେ ଧିମା...

ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୧।୧୦:କ୍ରମାଗତ ୫ମ ଦିନ ଲାଗି ଷ୍ଟକ୍‌ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି। ଏପରିକି...

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ...

ଭୁବନେଶ୍ୱରରେ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଭିଓ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ୟୁନିଟ୍‌ ତଥା ବ୍ରାଣ୍ଡ୍‌ କେନ୍‌କୋର ପ୍ରଥମ ଏକ୍ସକ୍ଲୁସିଭ ଏଗ୍‌ ଷ୍ଟୋର ଗୁରୁବାର...

Advertisement
Archives

Model This Week