Posted inଜାତୀୟ

ଆସାମ ଏନ୍‌ଆର୍‌ସି ସଂଯୋଜକଙ୍କ ବିରୋଧରେ ମାମଲା ଦାଏର: ଜାଣିଶୁଣି ତାଲିକାରୁ ନାମ ବାଦ୍‌ ଦେଇଥିବା ଅଭିଯୋଗ

ଗୁଆହାଟୀ,୫।୯: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ୨ଟି ମାମଲା ଦାଏର ହୋଇଛି। ସେ ଜାଣିଶୁଣି ତାଲିକାରୁ ଲୋକଙ୍କ ନାମ ବାଦ୍‌ ଦେଇଥିବା ଅଭିଯୋଗ ହୋଇଛି। ଆସାମ ଗୋରିୟା ମୋରିୟା ଯୁବା ଛାତ୍ର ପରିଷଦ ପକ୍ଷରୁ ପ୍ରଥମ ମାମଲା ଗୁଆହାଟୀରେ ଦାଏର ହୋଇଛି। ସେହିପରି ଦ୍ୱିତୀୟ ମାମଲାଟି ଦିବ୍ରୁଗଡ଼ ଜିଲାର ଚନ୍ଦନ ମଜୁମଦାର୍‌ ଦାଏର କରିଛନ୍ତି। ପ୍ରତୀକ ଜାଣିଶୁଣି ତାଙ୍କ ନାମକୁ ତାଲିକାରୁ ବାଦ୍‌ ଦେଇଥିବା ଚନ୍ଦନ ଅଭିଯୋଗ କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ଲାଜ୍‌ମା ଥେରାପିର ଅଧିକ ଗବେଷଣା ଜରୁରୀ’

ନୂଆଦିଲ୍ଲୀ,୨୯ା୪: କରୋନା ଭୂତାଣୁର ଉପଚାର ଲାଗି ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରାଯିବାର କୌଣସି ଭିତ୍ତି ନାହିଁ। ଏହାର ଅଧିକ ଗବେଷଣା ଜରୁରୀ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ...

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ...

ଯୋଗୀଙ୍କ ଜନସଂଖ୍ୟା ନୀତି ପରେ ଆପତ୍ତି ଉଠାଇଲା ଭିଏଚ୍‌ପି

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ...

ବଢିପାରେ ରାଜଙ୍କ ଅଡୁଆ

ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର‌୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍‌ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ...

ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ...

‘ଇଞ୍ଜିନ ଖରାପ, ଡବା ବଦଳାଉଛି ଭାଜପା’

ନୂଆଦିଲ୍ଲୀ,୭।୭: ଇଞ୍ଜିନ ଖରାପ ହୋଇଯାଇଥିବା ବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ...

ଘରୁ ଲୁଚି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍‌ ନାବାଳକ

ରାୟପୁର,୪।୯: କୁହାଯାଏ ଛୋଟ ପିଲା ହେଉଛନ୍ତି ଭଗବାନଙ୍କ ରୂପ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ,ଜାତି,ସମ୍ପ୍ରଦାୟ ଅଥବା ବର୍ଣ୍ଣ ପ୍ରତି ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ...

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ...

Advertisement
Archives

Model This Week