Posted inଜାତୀୟ

ଆସନ୍ତା କାଲି ଶପଥ ନେଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଗଣିତ ହୋଇଗଲା ଓଲଟ ପାଲଟ। ଫେଲ୍‌ ମାରିଲା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ପ୍ଲାନ୍‌। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବୁଧବାର ସେ ଶପଥ ଗ୍ରହଣ କରିପାରନ୍ତି। ତାଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାଟ ଓ ଏନ୍‌ସିପି ନେତା ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇ ପାରନ୍ତି ବୋଲି ଅଲୋଚନା ହେଉଛି। ତେବେ ସରକାର ଗଢିବାକୁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ...

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି...

କରୋନାର ଦୁଇ ବର୍ଷ: ଦେଶରେ ୪ କୋଟିରୁ ଅଧିକ ସଂକ୍ରମିତ, ୪.୯୪ ଲକ୍ଷ ମୃତ୍ୟୁ, ଭାଇରସର ୪୦୦ରୁ ଅଧିକ ମ୍ୟୁଟେସନ

ନୂଆଦିଲ୍ଲୀ,୩୧ ।୧: ଦେଶରେ କରୋନା ମହାମାରୀକୁ ୨ ବର୍ଷ ପୁରଣ ହୋଇ ଗଲାଣି । ଏହାରି ଭିତରେ ଟିକା ଓ ସତର୍କତା ଆମକୁ କରୋନାଠାରୁ ଦୂରେଇ...

ଲକ୍‌ଡାଉନ୍‌ ସମୟରେ ବରଯାତ୍ରୀ ନେଇ ଯିବାରୁ ପୋଲିସ ଷ୍ଟେଶନରେ ରାତି କାଟିଲେ ବର

ଉଦ୍ଧମ ସିଂ ନଗର,୨୭।୩: କରୋନା ଭାଇରସ ସଂକ୍ରମଣକୁ ଦେଖି ଏବେ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ ଏହି ସମୟରେ ବିନା ଅନୁମତିରେ ଉତ୍ତରାଖଣ୍ଡ...

ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର

ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା...

କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା-ବରୁଣ ବାହାର…

ନୂଆଦିଲ୍ଲୀ,୭।୧୦: ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ବାହାର କରାଯାଇଛି। ବରୁଣ ଲଗାତାର ସରକାରଙ୍କର ବିଭିନ୍ନ ନୀତିର ସମାଲୋଚନା ଜାରି ରଖିଥିଲେ।...

ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ...

Advertisement
Archives

Model This Week