ଆମେରିକା ଯିବେ ନାହିଁ ଆଫଗାନ ରାଷ୍ଟ୍ରପତି

କାବୁଲ,୭।୯: ଆଫଗାନୀସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାଁନ୍ତି ବୋଲି ଜଣାପଡିଛି। ଗନିଙ୍କ ସହ ୧୩ଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି। ଏହି ଗସ୍ତ ବାତିଲ କାର୍ଯ୍ୟକ୍ରମର କୌଣସି ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ କେତେକ ଗଣମାଧ୍ୟମ ସୂଚନା ଦେଇଛନ୍ତି କି ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏହି ଗସ୍ତକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ମିଶନରେ ପଠାଯାଇଥିବା ହେଲିକପ୍ଟର ସହିତ ୬୩ ପରେ ଯୋଗାଯୋଗ କଲା ନାସା

ଓ୍ବାଶିଂଟନ୍‌,୧।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଦୁଇ ମାସ ପରେ ଏହାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟର ସହିତ ପୁନର୍ବାର ଯୋଗାଯୋଗ କରିଛି। ନାସା ଶୁକ୍ରବାର ଏହି...

ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…

ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

୧୧ ମାସରେ ଇମ୍ରାନଙ୍କ ବିରୋଧରେ ୮୦ ମାମଲା

ଲାହୋର,୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ସମେତ ୪୦୦ ଜଣ ଦଳୀୟ କର୍ମଙ୍କ ବିରୋଧରେ ଲାହୋର ପୋଲିସ...

ପୁଟିନ୍‌ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍‌…

ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ...

ବିନା ବିରତିରେ ୧୯ ଘଣ୍ଟା ଉଡି ରେକର୍ଡ କଲା ଯାତ୍ରୀବାହି ବିମାନ

ସିଡ୍‌ନୀ,୨୧।୧୦: ବିଶ୍ୱରେ ପ୍ରଥମ ଥର ଲାଗି ବିନା ବିରତିରେ ଏକ ଯାତ୍ରୀବାହି ବିମାନ ୧୯ ଘଣ୍ଟା ୧୬ ମିନିଟ୍‌ ଉଡି ରେକର୍ଡ ସୃଷ୍ଟି କରିଛି। ବିମାନଟି...

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ...

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ...

ପୁଟିନ୍‌ଙ୍କୁ ଘାରୁଛି ଗିରଫ ହେବାର ଡର! ବ୍ରିକ୍ସ ସମ୍ମିଳନୀରେ ଦେବେନି ଯୋଗ

ମସ୍କୋ,୨୨।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। କୋଭିଡ-୧୯ ପରେ ଭାରତ ସମେତ ୫ଟି ଦେଶ ବ୍ରାଜିଲ,...

Advertisement
Archives

Model This Week