Posted inଜାତୀୟ

ଆମେରିକାରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୨ ତାରିଖରେ ସେ ଆମେରିକାର ହୌଷ୍ଟନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ‘Howdy Modi’ (ହାଓ ଡୁ ୟୁ ଡୁର ସଂକ୍ଷିପ୍ତ ରୂପ)ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଭାରତୀୟମାନଙ୍କୁ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି। ଆମେରିକାର ଚତୁର୍ଥ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହରର ‘ଏନ୍‌ଆର୍‌ଜି ଫୁଟବଲ ଷ୍ଟାଡିୟମ’ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ମୋଦିଙ୍କର ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କେତେ ଗୁଡିଏ ବ୍ୟବସାୟୀକ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ...

ବଜାରକୁ ୫୦:୫୦ ବିସ୍କୁଟ ଆସିଛି କି’

ହାଇଦ୍ରାବାଦ,୪ା୧୧: ମହାରାଷ୍ଟ୍ରରେ ୫୦:୫୦ ସୂତ୍ରରେ କ୍ଷମତା ଭାଗବଣ୍ଟା ପାଇଁ ଶିବସେନା ଅଡ଼ିବସିଥିବାବେଳେ ଏହାକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ତାଚ୍ଛଲ୍ୟ...

ଏମ୍‌ଆର୍‌ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍‌

ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍‌ଆର୍‌ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର...

ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ...

୨୪ ଘଣ୍ଟାରେ ୧୦ ସଫା

ମାଲକାନଗିରି, ୪।୮ (ଡି.ଏନ୍‌.ଏ.): ଛତିଶଗଡ଼ର ରାଜନନ୍ଦଗାଁଓ ଜିଲା ଅନ୍ତର୍ଗତ ସୀତାଗୋତା ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭...

ଜୁବେରଙ୍କୁ ଆଶ୍ୱସ୍ତି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର…

ନୂଆଦିଲ୍ଲୀ,୨୦।୭ : ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ-ଚେକର୍‌ ମହମ୍ମଦ ଜୁବେରଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୬ଟି ମାମଲାରେ ବିଚାରପତି ଡି.ଓ୍ବାଇ....

ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ...

ସାମ୍‌ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍‌ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ...

Advertisement
Archives

Model This Week