ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ

କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ଅପରେଶନ ସମୟରେ ଆଫଗାନ ସ୍ପେଶାଲ ଫୋର୍ସ ୮ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ନଙ୍ଗାହର, ଓ୍ବାର୍ଦକ ଓ କାନ୍ଦାହାର ଅଞ୍ଚଳରେ କରାଯାଇଥିବା ଏହି ଅପରେଶନରେ ଆତଙ୍କବାଦୀଙ୍କ ନିକଟରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଆଫଗାନ ସେନା।


Enter your email to get our daily news in your inbox.

All Right Reserved By Dharitri.Com

ବୋରିସ୍‌ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍‌

ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍‌ଲିନ୍‌ କହିଛି। କ୍ରେମଲିନ୍‌ ମୁଖପାତ୍ର...

ବିନାଶକାରୀ ଅବସ୍ଥା, ବଢୁଛି ମୃତକଙ୍କ ସଂଖ୍ୟା-କମୁଛି ଜନ୍ମ ହାର…

ଓ୍ବାଶିଂଟନ,୨୦।୯: ଆମେରିକାର ଆଲବାମା ରାଜ୍ୟରେ ବିନାଶକାରୀ ଅବସ୍ଥା ସୃଷ୍ଟି ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଜନ୍ମ ହାର କମିବାରେ ଲାଗିଛି। ଫଳରେ ଜନ୍ମ ଏବଂ...

କ୍ଷମତା ଦଖଲ ପାଇଁ ବାଇଡେନ ପ୍ରସ୍ତୁତ: ପରାଜୟ ସ୍ବୀକାର କରିବାକୁ ଅରାଜି ଟ୍ରମ୍ପ୍‌

ଓ୍ବାଶିଂଟନ,୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଏବେ କ୍ଷମତା ଦଖଲ ମୁହାଁ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ୫୦ ରାଜ୍ୟ ମଧ୍ୟରୁ...

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ...

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା।...

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ...

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ...

୨୪ଘଣ୍ଟାରେ ୫୬ ଆକ୍ରମଣ

ଖାର୍କ୍ୱିଭ୍‌,୨୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷୀୟ ସୈନ୍ୟ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇବାରେ ଲାଗିପଡ଼ିଛନ୍ତି। ଅନେକ ସହର...

Advertisement
Archives

Model This Week