Advertisement

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛି। ତେବେ ଗନି ନିଜ କାର୍ଯ୍ୟାଳୟରେ ନ ଥିବା କୁହାଯାଉଛି। ବିସ୍ଫୋରଣ ପରେ ଘଟଣାର ତଦନ୍ତ ଜାରି ରହିଛି। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି, କ୍ୱାଡ୍‌ ନେତାଙ୍କ ମିଳିତ ମତ…

ଓ୍ବାଶିଂଟନ,୨୫।୯: ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି ଜାରି ରହିଛି। ଏନେଇ କ୍ୱାଡ୍‌ ନେତାମାନେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ମିଳିତ ମତ ପ୍ରଦାନ କରିଛନ୍ତି। ଆତଙ୍କବାଦ ଉପରେ...

ବାଂଲାଦେଶରେ ଭାଙ୍ଗିଦେଲେ ୪ ହିନ୍ଦୁ ମନ୍ଦିର

ଢାକା,୯।୮: ବାଂଲାଦେଶର ଖୁଲ୍‌ନା ଜିଲାରେ ଦୁର୍ବୃତ୍ତମାନେ ୪ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେମାନେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ କେତେକ ଦୋକାନ ଓ ଘର...

ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ସାଜିଛି ସିଫିଲିସ୍‌: ୧୦ ବର୍ଷରେ ବଢ଼ିଛି ୭୦ ପ୍ରତିଶତ

ଓ୍ବାଶିଂଟନ,୨୧।୧୦: ପୃଥିବୀରେ ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ରୋଗ ଭାବେ ଏବେ ସିଫିଲିସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ ଏହି...

ନୂଆ ନାଗରିକତା ଆଇନ ଭେଦଭାବ ପୂର୍ଣ୍ଣ: ଜାତିସଂଘ

ଜେନେଭା,୧୪।୧୨: ଭାରତରେ ପ୍ରଣୀତ ହୋଇଥିବା ନୂଆ ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ ଭେଦଭାବ ପୂର୍ଣ୍ଣ ବୋଲି ଜାତିସଂଘର ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ...

ଶ୍ରୀଲଙ୍କା ସଙ୍କଟ: ନାବାଳିକା ଝିଅଙ୍କ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ…

କଲମ୍ବୋ,୨୨।୧୦ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଗୁରୁତର ସାମାଜିକ ପରିଣାମ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଲୋକେ ପାରିବାରିକ ଖର୍ଚ୍ଚ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ...

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ

କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ...

ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ...

Advertisement
Archives

Model This Week