ଆନନ୍ଦ ମହିନ୍ଦ୍ରା କହିଲେ ବ୍ରାଭୋ ମୁକେଶ

ନୂଆଦିଲ୍ଲୀ,୨୩।୪: ଫେସ୍‌ବୁକ୍‌ ଜିଓ ମେଗା ଡିଲ୍‌ ଉପରେ ମହିନ୍ଦ୍ରା ଆଣ୍ଡ ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟୁଇଟ ବେଶ ଚର୍ଚ୍ଚାର ପରିସରକୁ ଆସିଛି। ମୁକେଶ ଅମ୍ବାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରାଭୋ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଏହି ଡିଲ୍‌ କରୋନା ପରେ ଭାରତର ମହତ୍ତ୍ୱକୁ ବଢାଇବା ଦିଗରେ ସହାୟକ ହୋଇ ହେବ ବୋଲି ମହିନ୍ଦ୍ରା ମତ ପ୍ରକାଶ କରିଛନ୍ତି। ଫେସବୁକ ଏବେ ଜିଓରେ ୯.୯% ଅଂଶଧନ କ୍ରୟ କରିଛି। ଏହା ଦ୍ୱାରା ଫେସବୁକ ୪୩,୫୭୪ କୋଟି ଜିଓରେ ନିବେଶ କରିବ। ଇ-କସର୍ମକୁ ନେଇ ଏହା ବଡ ନିଷ୍ପତ୍ତି ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨...

ରାମମନ୍ଦିର ଲାଗି ଏମ୍‌ଡିଏଚ୍‌ ଦେଲା ୧ କୋଟି

ନୂଆଦିଲ୍ଲୀ,୧୮ା୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ଏମ୍‌ଡିଏଚ୍‌ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ରାଜୀବ ଗୁଲାଟି ଉପସ୍ଥିତ ରହି ଏହି...

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସଂଘର ଆମରଣ ଅନଶନ ଆଜି

ନୂଆଦିଲ୍ଲୀ,୨୫-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ଦେଶବ୍ୟାପୀ ନଭେମ୍ବର ୨୫(ସୋମବାର)ରେ ଆମରଣ ଅନଶନ କରିବେ। ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ନେବାକୁ କମ୍ପାନୀ...

ଲକ୍‌ଡାଉନ ପାଇଁ ଦୈନିକ କ୍ଷତି ୪.୬୪ ବିଲିୟନ ଡଲାର

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବ୍ୟାପିବାରୁ ରୋକିବା ଲାଗି ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ବାଣିଜ୍ୟ କାରବାର ଠପ୍‌...

ଜୁନ୍‌ ୩୦ ଯାଏ ମିଳିବନି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୬: ଜୁନ୍‌ ୩୦ ଯାଏ ଲୋକଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବ ନାହିଁ। କରେନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ସରକାର...

୨୦ରେ ଜୀ ସାର୍ଥକର ‘ଦିଲ୍‌ ମୋର ମାନେନା’

ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସନ୍ତା ରବିବାର...

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍‌ ଖୋଲା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ...

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ...

Advertisement
Archives

Model This Week