ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା ବେଳେ ଲୋକ ସମ୍ମୁଖକୁ ଆସିବାକୁ ଚାହୁଁନାହାନ୍ତି। ଚଳିତ ବର୍ଷ ଫେବୃୟାରୀ ମାସରୁ ଉଭୟ ଏକତ୍ର ବୁଲିବା ସହ ସମୟ ଅତିବାହିତ କରୁଛନ୍ତି। ଆଥିୟାଙ୍କ ସାଙ୍ଗ ଆକାଂକ୍ଷା ରଞ୍ଜନ ଉଭୟଙ୍କୁ ଭେଟାଇଥିଲେ। ପରେ ଉଭୟଙ୍କ ଭିତରେ ମିଳାମିଶା ବଢ଼ିବା ପରେ ଏବେ ଏହା ନିବିଡ଼ ପ୍ରେମରେ ପରିଣତ ହୋଇଯାଇଥିବା ଶୁଣିବାକୁ ମିଳୁଛି। ତେବେ ଆଥିୟା ଏ ନେଇ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନ ଥିବା ବେଳେ ବିଶ୍ୱ କପ୍‌ ପାଇଁ ବ୍ୟସ୍ତ ଅଛନ୍ତି କେଏଲ୍‌। ପୂର୍ବରୁ ତାଙ୍କ ନାମ ଅଭିନେତ୍ରୀ ସୋନଲ ଚୌହାନ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡ଼ା ଯାଇଛି। ହେଲେ ଉଭୟ ଅଭିନେତ୍ରୀ କ୍ରିକେଟରଙ୍କ ସହ ସମ୍ପର୍କରେ ନ ଥିବା କହିଛନ୍ତି। ଏବେ ଆଥିୟାଙ୍କ ସହ କେଏଲ୍‌ଙ୍କ ଏହି ସମ୍ପର୍କ କେତେଦୂର ଯାଉଛି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ...

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ...

ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ...

ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ...

ଖୁବ୍‌ଶୀଘ୍ର ରିଲିଜ୍‌ ହେବ ହାଉସ୍‌ ଫୁଲ୍‌-୪ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ ଫୁଲ-୪’କୁ ତାଙ୍କର ଫ୍ୟାନମାନେ ଅପେକ୍ଷା ରଖିଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାର ଟ୍ରେଲର୍‌ ରିଲିଜ୍‌...

ନୂଆ ଲୁକ୍‌ରେ ନଜର ଆସିବେ କରୀନା – ଅମୀର

ଫିଲ୍ମଜଗତର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମୀର ଖାନ୍‌ ପ୍ରତିବର୍ଷ କିଛି ନା କିଛି ଫିଲ୍ମ କରୁଛନ୍ତି। ଚଳିତବର୍ଷ ମଧ୍ୟ ଏକ ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି।...

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ...

କେବିସି ୧୧: ବିଗ୍‌ ବିଙ୍କୁ ସ୍ବାମୀଙ୍କ ନାଁରେ ଅଭିଯୋଗର ଲିଷ୍ଟ ଧରାଇଲେ ପ୍ରତିଯୋଗୀ

କୌନ୍‌ ବନେଗା କରୋଡ଼ପତି(କେବିସି)ରେ ବେଳେବେଳେ ଏମିତି କିଛି ପ୍ରତିଯୋଗୀ ଆସିଥାନ୍ତି, ଯେଉଁମାନେ ଖେଳ ସାଙ୍ଗକୁ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥାନ୍ତି। ଏଥର ସେମିତି ଜଣେ ପ୍ରତିଯୋଗୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *