Posted inଜାତୀୟ

ଆତ୍ମନିର୍ଭରଶୀଳ ହେବ ଭାରତ: ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ଭାରତୀୟ ଜିଡିପିର ପ୍ରାୟ ୧୦%। ଏହା ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ବୁଧବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହାର ସୂଚନା ଦିଆଯିବ। ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ବିଷୟରେ ବିସ୍ତାରରେ ସୂଚନା ଦେବେ। ଏହା ଚାଷୀ, ଉଦ୍ୟୋଗୀ ତଥା ସମସ୍ତଙ୍କୁ ସଶକ୍ତ କରିବ। ସମସ୍ତଙ୍କୁ ଦୃଷ୍ଟିରେ ରଖଇ ଏହି ପ୍ୟାକେଜ୍‌ କରାଯାଇଛି। ପ୍ରତି ଭାରତୀୟ ଲୋକାଲ ପ୍ରଡକ୍ଟ କିଣିବା ଆରମ୍ଭ କରନ୍ତୁ। ଏହାକୁ କେବଳ କିଣିବେ ନାହିଁ, ଉକ୍ତ ସାମଗ୍ରୀର ପ୍ରଚାର ମଧ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ କଲ୍ୟାଣ ପାଇଁ ଗ୍ରାଉଣ୍ଡ ଜିରୋରୁ କାମ କରିବେ ଯୋଗୀଙ୍କ ଟିମ, ୫ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି

ଲକ୍ଷ୍ନୌ,୧୫ ।୪: ଉତ୍ତର ପ୍ରଦେଶରେ ଯୋଗୀ ସରକାର ୨.୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୁଲ ଫର୍ମରେ ନଜର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଲୋକ କଲ୍ୟାଣକୁ...

ବାବରୀ ମସଜିଦ୍‌ ମାମଲା: କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟର ସମନ ଜାରି; ସେପ୍ଟମ୍ବର ୨୭ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୨।୯: ବାବରୀ ମସଜିଦ୍‌ ମାମଲାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ସେ ସେପ୍ଟମ୍ବର ୨୭ରେ...

କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…

ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।...

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା...

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି...

ଲକ୍ଷ୍ନୌରେ ପହଞ୍ଚିଲେ ମୋଦି

ଲକ୍ଷ୍ନୌ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ସନ୍ଧ୍ୟାରେ କୁଶୀନଗରରୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସେ ସିଧାସଳଖ...

ଦେଶଦ୍ରୋହ ଆଇନ, କେନ୍ଦ୍ର ସରକାରଙ୍କୁ ଜବାବ ଲାଗି ୨୪ ଘଣ୍ଟା ଦେଲେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୦।୫ : ଦେଶଦ୍ରୋହ ଆଇନର ଆଇନଗତ ବୈଧତା ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ କହିଛନ୍ତି...

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର...

Advertisement
Archives

Model This Week