ଆତ୍ମନିର୍ଭର ଆପ୍‌ ଇକୋସିଷ୍ଟମ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ,୪।୭: ସରକାର ନିକଟରେ ୫୯ ଚାଇନା ଆପ୍‌କୁ ଭାରତ ବଜାରରୁ ନିଷେଧ କରିଛନ୍ତି। ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍‌ ଏବଂ ଟେକ୍ନୋଲୋଜି କମ୍ୟୁନିଟିଙ୍କୁ ଆହ୍ବାନ ଜଣାଇଛନ୍ତି। ଭାରତରେ ବିଶ୍ୱସ୍ତରୀୟ ଆପ୍ଲିକେଶନ ପ୍ରସ୍ତୁତ କରିବାକୁ ମୋଦି ଆହ୍ବାନ ଜଣାଇଥିବା ଜଣାପଡିଛି। ଭାରତରେ ଆପ୍ଲିକେଶନ ଡେଭଲପର ଏବଂ ନବ ପ୍ରବର୍ତ୍ତକଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଏ ଦିଗରେ ନୂଆ ପଦକ୍ଷେପ ଘୋଷଣା କରିଥିବା ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଡରିଲା ଟୁଇଟର

ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବେଖାତିର କରି ତାଙ୍କ ପୋଷ୍ଟକୁ ହଟାଇ ଦେଉଥିବା ଟୁଇଟର ଚାଇନାକୁ ଡରିଯାଇଛି। ଏହି ସୋସିଆଲ ନେଟଓ୍ବାର୍କିଂ ସାଇଟ ବେଜିଂକୁ...

ବେଜୋସ୍‌ଙ୍କୁ ଟପିଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା ଇଙ୍କ୍‌ ଏବଂ ସ୍ପେଶ୍‌ ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କୁ ଟପି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତିର ସ୍ଥାନ...

ପେଟ୍ରୋଲ , ଡିଜେଲ ଉପରେ ବଢିଲା ଭ୍ୟାଟ୍‌

  ଭୁବନେଶ୍ୱର,୧୭।୫ : ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍‌ ବଢାଇଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍‌ ୨୬%ରୁ ୩୨%କୁ ବଢିଛି। ଫଳରେ ପେଟ୍ରୋଲ...

ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନ

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି...

ମାଲାବାରରେ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍ସର ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପକ୍ଷରୁ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି।...

ନୂଆ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ

ମୁମ୍ବାଇ: କୋଭିଡ୍‌-୧୯ ଲାଗି ୬.୩୦ ଲକ୍ଷ କୋଟିର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବିଦ୍ୟୁତ୍‌...

ଏଲ୍‌ ଆଣ୍ଡ ଟି ସହ ଡ୍ରିମ୍‌ସର ଚୁକ୍ତିନାମା ସ୍ବାକ୍ଷର

ଭୁବନେଶ୍ୱର,୭।୮: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଡ୍ରିମ୍‌ସ ଏବଂ ଏଲ୍‌ ଆଣ୍ଡ ଟି ଏଡୁଟେକ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ...

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ।...

Advertisement
Archives

Model This Week