Posted inଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ-କଶ୍ମୀର:ପୁଣି ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର, ୧୮।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବାର ସୂଚନା ମିଳିବା ପରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ ସେବା ଉପରେ ରୋକ ଲଗାଇଛି ପ୍ରଶାସନ। ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରୋଧୀ ଉଲଂଘନ କରୁଥିବାବେଳେ ଭାjରତକୁ ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ମିଳିବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଶନିବାର ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା। ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାପରେ ଜମ୍ମୁ କଶ୍ମୀରରେ ସୁରକ୍ଷା କାରଣରୁ ୧୪୪ ଧାରା ଲାଗୁ କରାଯିବା ସହିତ ଫୋନ ଏବଂ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରିଆଣ୍ଟ୍‌ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ...

ରେଷ୍ଟୁରାଣ୍ଟର ୧୦ ଷ୍ଟାଫ୍‌ କରୋନା ପଜିଟିଭ୍‌: ବଢିଲା ଚିନ୍ତା

ମୁମ୍ବାଇ,୫।୩: ଦେଶର ଆର୍ଥିିକ ରାଜଧାନୀ ମୁମ୍ବାଇ କରୋନା ଗ୍ରାଫ୍‌ ବଢିବାରେ ଲାଗିଛି। ଏବେ ମୁମ୍ବାଇର ଏକ ପ୍ରସିଦ୍ଧ ରାଧାକୃଷ୍ଣ ରେଷ୍ଟୁରାଣ୍ଟର ୧୦ କର୍ମଚାରୀ କରୋନା ପଜିଟିଭ୍‌...

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ...

କୋଭାକ୍ସିନ୍‌କୁ ସ୍ବୀକୃତି ପ୍ରସଙ୍ଗ, ଅଧିକ ତଥ୍ୟ ଲୋଡ଼ିଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୨୮।୯: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ସ୍ବୀକୃତି ଦେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅଧିକ ତଥ୍ୟ ଲୋଡ଼ା ଯାଇଛି।...

ଲଖିମପୁର କାଣ୍ଡ, ୫୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ, ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପୁଅ…

ନୂଆଦିଲ୍ଲୀ, ୩।୧ : ଲଖିମପୁର ଖେରି କାଣ୍ଡ ନେଇ ଏସ୍‌ଆଇଟି ପକ୍ଷରୁ ୫୦୦୦ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ...

ଉଦ୍ଧବ ସାଇଡ୍‌ଲାଇନ୍‌ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…

ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।...

ସମୁଦ୍ରରେ ଖସି ପଡିଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା।...

ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଆଗ୍ରା,୭।୯-ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସିକନ୍ଦରା ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କେମିକାଲ ଫ୍ୟାକ୍ଟ୍ରିରେ...

Advertisement
Archives

Model This Week