Posted inଜାତୀୟ

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା କହିଛନ୍ତି। ଆତଙ୍କବାଦ ସାରା ପୃଥିବୀ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ତେବେ ପାକିସ୍ତାନର ନାମ ନ ନେଇ ରାଜନାଥ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ପ୍ରଥମଥର ପାଇଁ ଭାରତ ଏବଂ ୟୁଜବେକିସ୍ତାନ ମଧ୍ୟରେ ଏହି ସମ୍ମିଳନୀର ଆୟୋଜନ ହୋଇଛି। ଏହି ସମ୍ମିଳନୀରେ ୟୁଜବେକିସ୍ତାନ ରକ୍ଷାମନ୍ତ୍ରୀ ମେଜର ଜେନେରାଲ ବାକୋଦିର୍‌ ନିଜାମୋଭିଚ୍‌ କୁର୍ବାନୋଭ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ...

ଟିକାକରଣ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ଆବେଦନ କରିବାରୁ ଏକ ଲକ୍ଷ ଜରିମାନା

ଥିରୁଭାନନ୍ଥପୁରମ,୨୧।୧୨: କୋଭିଡ୍‌-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କେରଳ ହାଇକୋର୍ଟ। ରାଜନୈତିକ ଉଦ୍ଦେଶ୍ୟ...

ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨।୯: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍‌ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା...

ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ, ୩।୧୦: ଭାରତରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୮୪୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ...

ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ

ଲକ୍ଷ୍ନୌ,୪।୧୦: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଛି।...

ହାତରେ ଜାତୀୟ ପତାକା ଧରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଅତିରିକ୍ତ ଜିଲାପାଳ: ତଦନ୍ତ ନିର୍ଦ୍ଦେଶ

ପାଟନା,୨୨।୮: ବିହାରରେ ଶିକ୍ଷକ ନିଯୁକ୍ତି ବିଳମ୍ବକୁ ନେଇ ଶହ ଶହ ଆଶାୟୀ ସୋମବାର ପାଟନାରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା...

ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ

ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ...

Advertisement
Archives

Model This Week