ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୩୦-୧: ଗୁରୁବାରଠାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪ ଦିନ ବନ୍ଦ ରହିବ। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କଗୁଡିକର ମଳିତ ସଂଘ ପକ୍ଷରୁ ଦୁଇ ଦିନ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟରେ ବ୍ୟାଙ୍କ ସେବା ଲୋକଙ୍କୁ ଉପଲବ୍ଧ ହେବ ନାହିଁ। ଏହାବାଦ ରବିବାର ଛୁଟି ଯୋଗୁ ବ୍ୟାଙ୍କ ଖୋଲା ରହିବ ନାହିଁ। ଏହି ସପ୍ତାହରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଲୋକମାନେ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଲାଭ କରିବାରେ ଅସୁବିଧା ସାମ୍ନା କରିବାର ଆଶଙ୍କା ଉପୁଜିଛି। ଏହି ସମୟରେ ଏଟିଏମ୍‌ରେ ଟଙ୍କା ଉପଲବ୍ଧ କରାଇବା ଦିଗରେ ବ୍ୟାଙ୍କଗୁଡିକ ପଦକ୍ଷେପ ନେଇଥିବା ସୂଚନା ରହିଛି। ହେଲେ ସବୁ ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ଉପଲବ୍ଧ ରହିବ କି ନାହିଁ ସେ ନେଇ ମଧ୍ୟ ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ...

ପୋଷ୍ଟ ଅଫିସର ଏହି ସ୍କ୍ରିମ୍‌ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..

ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍‌ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ...

ସତର୍କ କରାଇଲେ ରଘୁରାମ ରାଜନ

ନୂଆଦିଲ୍ଳୀ,୨୪।୭: ସରକାରଙ୍କ କରଜ ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସତର୍କ କରାଇଛନ୍ତି। ବୁଧବାର ରାଜନ କହିଛନ୍ତି ଯେ, ଆର୍ଥତ୍କ ମାନ୍ଦାବସ୍ଥା...

ସେନ୍‌ସେକ୍ସ ୪୬୦ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ:  ବୁଧବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିଛି। ରିଜର୍ଭ ବ୍ୟାଙ୍କ ନିଜର ନିଷ୍ପତ୍ତି ଘୋଷଣା କରିବା ପରେ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ...

୨୦ଦିନରେ ହ୍ରାସ ପାଇଛି ୧୯ ବିଲିୟନ ଡଲାର, ଟପ୍‌-୨୦ ଧନୀ ତାଲିକାରୁ ଆଦାନୀ ବାଦ୍‌

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କର ପ୍ରାୟ ୧୯ ବିଲିୟନ ଡଲାର (୧୮.୮) ସମ୍ପତ୍ତି ବିଭିନ୍ନ କାରଣ ଯୋଗୁ ହ୍ରାସ ପାଇଛି। ଫଳରେ ସେ ବିଶ୍ବ ଧନୀ...

ଜାନୁୟାରୀରୁ କଡ଼ାକଡ଼ି ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୨୦।୯: ଆସନ୍ତା ଜାନୁୟାରୀ ମାସରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂକୁ କଡ଼ାକଡ଼ି କରାଯିବ। ଯେଉଁ ବାଣିଜ୍ୟ ସଂସ୍ଥାଗୁଡିକ ସମରି ରିଟର୍ନ ଏବଂ ମାସିକ...

ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ସିଇଓଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୪: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ସଭାପତି ତଥା ସିଇଓ ରୁଦ୍ରତେଜ ସିଂଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ...

ନାଲ୍‌କୋର ରେକର୍ଡ ଉତ୍ପାଦନ

ଭୁବନେଶ୍ୱର, ୩।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟି ଏବଂ ଆଲୁମିନା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। କମ୍ପାନୀ...

Advertisement
Archives

Model This Week