Posted inଖେଳ

ଆଖିରେ କପଡା ବାନ୍ଧି ଏହିଭଳି ଖାଦ୍ୟ ଚିହ୍ନିଲେ ଇର୍ଫାନ, ହରଭଜନ

ଇନ୍ଦୋର,୮।୧: ଭାରତ-ଶ୍ରୀଲଙ୍କା ଭିତରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ କିଛି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କମେଣ୍ଟର ଇର୍ଫାନ ପଠାନ, ହରଭଜନ ସିଂହ ଓ ଜତିନ ସପ୍ରୁ ସହରର ଏକ ହୋଟେଲରେ ୪ଘଣ୍ଟା ସମୟ ବିତାଇଥିଲେ। ମଧ୍ୟପ୍ରଦେଶର ମାଲଓ୍ବା ଅଞ୍ଚଳର ସବୁଠାରୁ ଲୋକପ୍ରିୟ ଖାଦ୍ୟ ଖାଇବାର ସେମାନେ ମଜା ଉଠାଇଥିଲେ। ଇର୍ଫାନ ଓ ହରଭଜନ ନିଜ ଆଖିରେ କପଡା ବାନ୍ଧି ସମସ୍ତ ଖାଦ୍ୟକୁ ଚାଖି ଉକ୍ତ ବ୍ୟଞ୍ଜନର ନାଁ କହିଥିଲେ। ଏଥିରେ ଦାଲ-ବାଫ୍‌ଲା, ଚୁରମାଠାରୁ ଆରମ୍ଭ କରି ପ୍ରାୟ ୧୫ପ୍ରକାରର ବ୍ୟଞ୍ଜନ ରହିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ ଇଭେଣ୍ଟରେ...

ହାଇଜମ୍ପର ତେଜସ୍ବିନ୍‌ ଶଙ୍କରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୭।୫(ପି.ଟି.): ଭାରତୀୟ ହାଇଜମ୍ପର ତେଜସ୍ବିନ୍‌ ଶଙ୍କର ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ସେ ଆମେରିକାର ମାନହଟନଠାରେ ଚାଲିଥିବା ବିଗ୍‌ ୧୨ ଆଉଟ୍‌ଡୋର ଟ୍ରାକ୍‌ ଆଣ୍ଡ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଚେନ୍ନାଇ, ୧୭।୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ହରାଇବା ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲର ଦ୍ୱିତୀୟ...

ଇଣ୍ଡିଆ ଗ୍ରୀନ୍‌ ଦଳରେ ଓଡ଼ିଶାର ରାଜେଶ

ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ଦୁଲୀପ୍‌ ଟ୍ରଫି ପୁଣିଥରେ ରେଡ୍‌ ବଲ୍‌ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ...

ମହିଳା ଟି୨୦: ଭାରତ ୫ ଉଇକେଟ୍‌ରେ ବିଜୟୀ

ସୁରତ, ୪।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଗୁରୁବାର ଏଠାରେ ଖେଳାଯାଇଥିବା ୫ମ ଟି୨୦ ମ୍ୟାଚ୍‌କୁ ଭାରତ ୫ ଉଇକେଟ୍‌ରେ...

କାହିଁକି ସର୍ବସାଧାରଣରେ ମୁହଁ ଲୁଚାନ୍ତି ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ: ଖୋଲିଲେ ରହସ୍ୟ

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ...

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତ ୫୦, ୧୦୦ ମାରିଥିବା ବ୍ୟାଟ୍ସମ୍ୟାନ୍‌ କିଏ ଜାଣନ୍ତି

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ପ୍ରଶଂସକମାନେ ତାଙ୍କୁ ଶ୍ରୀ ୩୬୦, ସୁପରମ୍ୟାନ, ଏବି ଡି ଡାକନ୍ତି।...

ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଦୁବାଇ, ୮।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଡିଫେଣ୍ଡିଂ...

Advertisement
Archives

Model This Week