Posted inଜାତୀୟ

ଅସୁସ୍ଥତା କାରଣରୁ ନିର୍ବାଚନ ରାଲିରେ ଯୋଗ ଦେଇ ନ ପାରନ୍ତି ସୋନିଆ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ୫ ଫେବୃୟାରୀରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ସୋନିଆ ଅସୁସ୍ଥ ଥିବାରୁ ତାଙ୍କର ଏହି ରାଲିକୁ ବନ୍ଦ କରାଯାଇପାରେ ବୋଲି କୁହାଯାଉଛି। ମଙ୍ଗଳବାର କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଏବେ ପ୍ରଚାର ମଇଦାନରେ ସବୁ ହେଭିଓ୍ବେଟଙ୍କୁ ଦେଖିବାକୁ ମିଳୁଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭୋଟରଙ୍କ ନିକଟତର ହେବା ଲାଗି ପ୍ରଚାର ମଇଦାନକୁ ଓହ୍ଲାଉଥିବା ବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ ତା’ର ଘୋଷଣାପତ୍ର ଜାରି କରିବାକୁ ପ୍ରସ୍ତୁତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରତିଷ୍ଠା ଦିବସ: ବିଦେଶରେ ରାହୁଲ, ଆସିଲେନି ସୋନିଆ

ନୂଆଦିଲ୍ଲୀ,୨୮ ।୧୨: କଂଗ୍ରେସ ଦଳ ସୋମବାର ତା’ର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦଳ ମୁଖ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଏ.କେ....

ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧିକୁ ସମର୍ଥନ କଲା କଂଗ୍ରେସ: କରୋନା ଲଢ଼େଇର ରୋଡ୍‌ମ୍ୟାପ୍‌ ସମ୍ପର୍କରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪

ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ...

କରୋନା ସଂକ୍ରମଣ ପାଇଁ ଦାୟୀ ଚାଇନା: ସୁପ୍ରିମ୍‌କୋର୍ଟରେ ୬୦ ହଜାର କୋଟି ଡଲାରର କ୍ଷତିପୂରଣ ମାମଲା

ନୂଆଦିଲ୍ଲୀ,୯।୫: ପୃଥିବୀରେ କରୋନା ସଂକ୍ରମଣ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍‌ ହୋଇଥିବା କୁହାଯାଉଛି। ଇିତମଧ୍ୟରେ ଆମେରିକା, ବ୍ରିଟେନ୍‌, ଜର୍ମାନୀ...

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ...

ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି...

ଏଲ୍‌ଓସିରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର,୧୩।୧: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ବୁଧବାର କଠୁଆ ଜିଲାର...

ପଞ୍ଜାବକୁ ମିଳିପାରେ ନୂଆ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ଦିଲ୍ଲୀଠାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ରାଜନୀତି ହୋଇଛି ସରଗରମ...

Advertisement
Archives

Model This Week