ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ଆଇଏସ୍‌ଆଇ: ମାନିଲେ ଇମ୍ରାନ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟୁୟର୍କର ସେଣ୍ଟର ଫର୍‌ ଫରେନ୍‌ ରିଲେଶନ୍‌ ପକ୍ଷରୁ ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି। ଏଥିରେ ପାକିସ୍ତାନ ସୈନ୍ୟ ବାହିନୀ ମଧ୍ୟ ଆବଶ୍ୟକ ସହଯୋଗ କରିଥିବା ସେ କହିଛନ୍ତି। ଆଫଗାନୀସ୍ତାନରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିବା ପାଇଁ ଅନ୍ୟ କେତେକ ସଂଗଠନର ସଦସ୍ୟଙ୍କୁ ମଧ୍ୟ ତାଲିମ୍‌ ଦିଆଯାଇଥିଲା ବୋଲି ଇମ୍ରାନ୍‌ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଏଭଳି ତଥ୍ୟ ବାହାରେ ପ୍ରକାଶ କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…

କିଭ୍‌,୨୯।୧୨ : ରୁଷିଆ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଗୁରୁବାର ରୁଷିଆ ପୁଣି ଥରେ ୟୁକ୍ରେନ...

ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ ବାତିଲ କଲା ଆମେରିକା

ଓ୍ବାଶିଂଟନ୍‌,୨।୪: ୟୁକ୍ରେନରେ ଜାରି ରହିଥିବା ସାମରିକ ଯୁଦ୍ଧ ମଧ୍ୟରେ ଏବଂ ରୁଷିଆ ସହିତ ପରମାଣୁ ତିକ୍ତତାକୁ କମ୍‌ କରିବା ପାଇଁ ଆମେରିକା ମିନିଟ୍‌ମ୍ୟାନ ତୃତୀୟ ଅନ୍ତମହାଦ୍ୱୀପ...

ଭିଜା ବିଳମ୍ବ ନେଇ ଜୟଶଙ୍କର-ବ୍ଲିଙ୍କନ ଆଲୋଚନା…

ଓ୍ବାଶିଂଟନ,୨୯।୯ : ଆମେରିକାରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗରେ ଥିଙ୍କ ଟ୍ୟାଙ୍କ ଏବଂ ରଣନୀତିକ ସମ୍ପ୍ରଦାୟ ସହ ଆଲୋଚନା କରିଛନ୍ତି। ଏହି ସୂଚନା...

ବୈଜ୍ଞାନିକଙ୍କ ଚେତାବନୀ ଭୟଙ୍କର ହେବ ଆଗାମୀ ମହାମାରୀ

ଲଣ୍ଡନ,୬।୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍‌-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶୀ ସଂକ୍ରାମକ ଓ ଘାତକ ହୋଇପାରେ। ଏଥିପାଇଁ ବିଶ୍ୱ...

ମହିଳାଙ୍କ ପ୍ରତି ବଢୁଛି ନିର୍ଯାତନା

ଇସଲାମାବାଦ,୧ା୨: ପାକିସ୍ତାନର ମହିଳାଙ୍କ ଅବସ୍ଥା ଆଫଗାନିସ୍ତାନ ମହିଳାଙ୍କ ଅପେକ୍ଷା ଅତ୍ୟନ୍ତ ଖରାପ ଅଟେ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଟ୍ରାନ୍ସଜେଣ୍ଡର...

ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ...

୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…

ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ...

ଆସିଲା ଖୁସି ଖବର: ମାଙ୍କଡ଼ଠାରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ; ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ଟୀକା ହେବ ପ୍ରସ୍ତୁତ

ଓ୍ବାଶିଂଟନ,୨୯।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କଦେଖାଛି। ଏପରିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ ସମ୍ପନ୍ନ ହୋଇଛଇ।...

Advertisement
Archives

Model This Week