Posted inଜାତୀୟ

ଅଲ୍‌ ଆଉଟ୍‌ ମିଶନ୍‌ରେ ସେନା: ଭୁଶୁଡ଼ିବାରେ ଲାଗିଛି ଆତଙ୍କବାଦୀ ଦୁର୍ଗ; ଭାରତୀୟ ଅଲ୍‌ କାଇଦା ମୁଖ୍ୟ ଲଲହାରି ନିହତ

ଶ୍ରୀନଗର,୨୩।୧୦: ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ୍‌ ଆଉଟ୍‌ ମିଶନ୍‌ ଜାରି ରହିଛି। ଏହାର ପ୍ରଭାବରେ ଧୀରେ ଧୀରେ ଆତଙ୍କବାଦୀ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୁରାରେ ହୋଇଥିବା ଏନ୍‌କାଉଣ୍ଟରରେ ଭାରତୀୟ ଅଲ୍‌ କାଇଦା ମୁଖ୍ୟ ତଥା ଅନସାର୍‌ ଗାଜିଓ୍ବାତ୍‌ ଉଲ୍‌-ହିନ୍ଦ୍‌ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ହମିଦ୍‌ ଲଲହାରିଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଏହାର ମୁଖ୍ୟ ଜାକିର୍‌ ମୁସା ଥିଲେ। ଏକ ଏନ୍‌କାଉଣ୍ଟରରେ ୨୦୧୯ ଜୁନ୍‌ରେ ମୁସାଙ୍କ ମୃତ୍ୟୁ ପରେ ଲଲହାରି ସଂଗଠନର ଡୋର ଧରିଥିଲେ। ଲଲହାରି ପୁଲଓ୍ବାମାର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରୁ ଖସୁଛି ରହସ୍ୟମୟ ବଲ୍‌, ଲୋକେ ଆତଙ୍କିତ…

ଅହମଦାବାଦ, ୧୬।୫ : ଗୁଜରାଟର ବହୁ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। ଏସବୁ ଗାଁରେ ଆକାଶରୁ ରହସ୍ୟମୟ ବଲ ଆକୃତିର ପଦାର୍ଥ ଖସୁଛି। ଇତିମଧ୍ୟରେ...

ଷ୍ଟାଲିନଙ୍କ ଜ୍ୱାଇଁ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚେନ୍ନାଇ,୨।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରିସନଙ୍କ...

ବିଶାଖାପଟ୍ଟନମ ହେବ ଆନ୍ଧ୍ରପ୍ରଦେଶ ରାଜଧାନୀ: ଜଗନମୋହନ ରେଡ୍ଡୀଙ୍କ ଘୋଷଣା…

ହାଇଦ୍ରାବାଦ,୩୧।୧ : ବିଶାଖାପାଟ୍ଟନମ ରାଜ୍ୟର ପରବର୍ତ୍ତୀ ରାଜଧାନୀ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ବାସ୍ତବରେ ହାଇଦ୍ରାବାଦକୁ ତେଲେଙ୍ଗାନା ଏବଂ...

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ...

ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ

ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ...

ପିକେଙ୍କ ଭବିଷ୍ୟବାଣୀ, ଭାଜପା କ୍ଷମତାରେ ରହିବ ବହୁ ବର୍ଷ, ମୋଦିଙ୍କ ଶକ୍ତି ରାହୁଲଙ୍କୁ ଅଜଣା…

ପଣଜୀ,୨୮।୧୦: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି।...

ଅଡ୍‌ ଇଭିନ୍‌ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…

ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ପରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...

ଖୋଲିଲା ପ୍ରଥମ କିନ୍ନର ସାଲୁନ…

ମୁମ୍ବାଇ,୨୫।୩ : କିନ୍ନରଙ୍କୁ ଏବେ ମଧ୍ୟ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କର ଅସ୍ତିତ୍ୱ ଏବଂ ସମାନ ଅଧିକାର ପାଇଁ କ୍ରମାଗତ ଭାବରେ ସଂଗ୍ରାମ...

Advertisement
Archives

Model This Week