ଅଲ୍‌ଟୋ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର

ଭୁବନେଶ୍ୱର,୨୫।୬: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ଧରି ଭାରତର ସର୍ବାଧିକ ବିକ୍ରି ହେଉଥିବା କାରର ମାନ୍ୟତା ହାସଲ କରିଛି। କମ୍ପାନୀର ଏହି ମଡେଲ ଗ୍ରାହକଙ୍କ ପାଇଁ ପ୍ରଥମ ପସନ୍ଦର କାର ଭାବେ ନିଜର ସ୍ଥାନ ବଜାୟ ରଖିଛି। ଉକ୍ତ ଗାଡିରେ ଅପଡେଟେଡ ସୁରକ୍ଷା ଫିଚର ସହିତ କମ୍ପାକ୍ଟ ଡିଜାଇନ ଓ ସହଜ ପରିଚାଳନା ଏବଂ ଉଚ୍ଚ ଇନ୍ଧନ ଦକ୍ଷତା ରହିଛି। ଫଳରେ ଏହା କ୍ରେତାଙ୍କର ସର୍ବାଧିକ ପସନ୍ଦ ଓ ବିକଳ୍ପରେ ପରିଣତ ହୋଇଛି। ସେପ୍ଟେମ୍ବର ୨୦୦୦ମସିହାରେ ବଜାରକୁ ଆସିଥିବା ଏହି ମଡେଲ ୨୦୦୪ରେ ଭାରତ ବଜାରରେ ସର୍ବାଧିକ ବିକ୍ରି ହେଉଥିବା କାରରେ ପରିଣତ ହୋଇଥିଲା। ଗାଡିର ଚାହିଦା ଓ କମ୍ପାନୀର ଲୋକପ୍ରିୟତା ଯୋଗୁଁ ଗତ ୧୬ ବର୍ଷ ହେବ ଏହାର ଚାହିଦା କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଅଲ୍‌ଟୋ ହେଉଛି ଭାରତର ପ୍ରଥମ ପ୍ରବେଶ ସ୍ତରର କାର। ଯାହାକି ବିଏସ୍‌୬ ଅନୁକୂଳ ହୋଇପାରିଥିଲା। ମଡେଲଟି ପେଟ୍ରୋଲ ପାଇଁ ୨୨.୦୫ କିମି ପ୍ରତି ଲିଟର ଏବଂ ସିଏନଜି ପାଇଁ ୩୧.୫୬ କିମି ପ୍ରତି କେଜିର ଦକ୍ଷତା ପ୍ରଦାନ କରୁଥିବା ବୋଲି ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡର ମାର୍କେଟିଂ କାର୍ଯ୍ୟନିର୍ବାନିର୍ବାହି ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ଉତ୍ପାଦନରେ ଓସିପିଏଲ୍‌ର ସଫଳତା

ଭୁବନେଶ୍ୱର,୧୦।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ରେକର୍ଡ ପରିମାଣର କୋଇଲା ଉତ୍ପାଦନକରି ଏକ ଉଲ୍ଲେଖନୀୟ ସଫଳତା ହାସଲ...

ରେ-ବ୍ୟାନ’ର ନୂତନ କଲେକ୍ସନ

ଭୁବନେଶ୍ୱର,୧।୮: ଦେଶର ଜଣାଶୁଣା ଆଇ ଗ୍ଲାସ ବ୍ରାଣ୍ଡ ରେ-ବ୍ୟାନର ନୂତନ କଲେକ୍ସନ ‘ରିଭର୍ସ ଆଇ ଉୟର’ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବହୁ ପରୀକ୍ଷା ନିରୀକ୍ଷା...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ୫୨ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ (ଏନ୍‌ଏସ୍‌ଡବ୍ଲ୍ୟୁ) ପାଳିତ ହୋଇଯାଇଛି।...

ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ...

ଆମାଜନ ଗ୍ଲୋବାଲରେ ଏମ୍‌ଏସ୍‌ଏମ୍‌ଇଙ୍କ ୨ ବିଲିୟନ ଡଲାର ରପ୍ତାନି

ନୂଆଦିଲ୍ଲୀ,୨୦।୭: ପ୍ରମୁଖ ଇ-କମର୍ସ କମ୍ପାନୀର ବିଶ୍ୱ ବଜାର ବିକ୍ରି କାର୍ଯ୍ୟକ୍ରମ ଆମାଜନ ଗ୍ଲୋବାଲରେ ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିବାକୁ ସକ୍ଷମ...

ଜିଓ ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୮: ରିଲାଏନ୍ସ ରିଟେଲ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଜିଓ ବୁକ୍‌ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏପରିକି...

Advertisement
Archives

Model This Week