Posted inଜାତୀୟ

ଅଲ୍‌ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ

ଜୟପୁର, ୭ା୧୧,(ଆଇଏଏନ୍‌ଏସ୍‌): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍‌ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବରିଷ୍ଠ ପୋଲିସ ଅଧିକାରୀ ଓ ବିଚାରପତି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ପ୍ରକାଶ ଯେ, ଦିଲ୍ଲୀ ଘଟଣାକୁ ନେଇ ଓକିଲମାନେ ଅଲଓ୍ବର କୋର୍ଟ ପରିସରରେ ବିକ୍ଷୋଭ କରୁଥିବାବେଳେ ଜଣେ ହରିୟାଣା ପୋଲିସ ସେଠାକୁ ଆସିବାରୁ ଓକିଲମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଏହା ଗଣ୍ଡଗୋଳର ରୂପ ଦେଇଥିଲା। ପୋଲିସ ଓ ଓକିଲଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ମାର୍‌ପିଟ୍‌ ହୋଇଥିବାବେଳେ ଏସ୍‌ପି ଅନିଲ ପରିସ୍‌ ଦେଶମୁଖ ଓ ବିଚାରପତି ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ...

ନୀତୀଶଙ୍କ ଇସ୍ତଫା ଏକ ଶୁଭାରମ୍ଭ, ଦେଶରୁ ଭାଜପା ପୋଛି ହୋଇଯିବ, କହିଲେ ଅଖିଳେଶ …

ଲକ୍ଷ୍ନୌ, ୯।୮ : ବିହାରରେ ଜାରି ରହିଥିବା ରାଜନୈତିକ ସ୍ଥିତି ନେଇ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ନୀତୀଶ...

‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଶରୀରରେ କରୋନା ଟିକା ହେବ ପରୀକ୍ଷା

ଚଣ୍ଡିଗଡ,୧୮।୧୧: କରୋନା ବିରୋଧରେ ଲଢିବା ପାଇଁ ଟିକା ପ୍ରସ୍ତୁତି ଚାଲିଛି। ଏହି ସମୟରେ ହରିୟାଣା ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ନିଜ ଉପରେ କରୋନା...

ଚନ୍ଦ୍ରଶେଖର ଆଜାଦ ଗଢିଲେ ନୂଆ ଦଳ

ଲକ୍ଷ୍ନୌ,୧୫।୩: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରବିବାର କାଶୀରାମଙ୍କ ଜୟନ୍ତୀ ଅବସରରେ ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ନୂଆ ଦଳର...

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ଚାଇନା ଦେଇଛି ଦାନ: ଭାଜପା

ନୂଆଦିଲ୍ଲୀ,୨୫।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ଦାବି କରିଛନ୍ତି ଯେ ଚାଇନା ରାଜୀବ ଗାନ୍ଧୀ ଫାଉଣ୍ଡେଶନ...

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ରାହୁଲ ଆଧୁନିକ ଜିନ୍ନା, ହିମନ୍ତଙ୍କ ଟାର୍ଗେଟ…

ଗୁଆହାଟି, ୧୨।୨ : ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱା ସରମା ଟାର୍ଗେଟ୍‌ କରିଛନ୍ତି। ସେ ଅକ୍ଷେପ କରି କହିଛନ୍ତି...

Advertisement
Archives

Model This Week