ଅର୍ଥନୀତି ଏବେ ଧିମା ରହିଛି: ଜଲାନ

ନୂଆଦିଲ୍ଲୀ,୫-୮: ଦେଶର ଅର୍ଥନୀତି ଏବେ ଧିମା ରହିଛି। ତେବେ ଆସନ୍ତା ବର୍ଷେ କିମ୍ବା ୨ ବର୍ଷ ଭିତରେ ଏହା ପୁଣି ଦ୍ରୁତତର ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ରୁ ପୂର୍ବତନ ଗଭର୍ନର ବିମଳ ଜଲାନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହେବାକୁ ଆବର୍ତ୍ତନୀୟ କୁହାଯାଇପାରେ। କେନ୍ଦ୍ର ସରକାର ଅନେକ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ଏହାର କ୍ରିୟାନ୍ବୟନକୁ ନେଇ ଆଗକୁ ବଢ଼ିବାକୁ ହେବ। ବିଶେଷ କରି ନିବେଶ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ଘରୋଇ ନିବେଶ ବଢ଼ୁନି କାହିଁକି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିମୁଦ୍ରୀକରଣର ପ୍ରଭାବରୁ ଏହା ହୋଇଥାଇପାରେ। ଏହା ମଧ୍ୟ କୁହାଯାଇପାରେ ଯେ, ନିବେଶକ ଲୋକ ସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ। ଆର୍ଥିକ ଅଭିବୃଦ୍ଧି ବର୍ତ୍ତମାନ ଧିମା ରହିଛି ଏହା ସ୍ବୀକାର କରିବାକୁ ହେବ ବୋଲି ଜାଲାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ ବିଳମ୍ବ ହେଲେ ଜିଡିପି ଉପରେ ପ୍ରଭାବ

ନୂଆଦିଲ୍ଲୀ,୧୪।୧ ସାରା ଦେଶରେ ଭାକ୍ସିନ ଯୋଗାଣ ଲାଗି ସରକାର ଘୋଷଣା କରିଛନ୍ତି। ଏହା ପର୍ଯ୍ୟାୟ ଭିତ୍ତିରେ ହେବ। ଏଭଳି ସ୍ଥିତିରେ ଯଦି ଭାକ୍ସିନ ଯୋଗାଣରେ ବିଳମ୍ବ...

୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି...

ସେନ୍‌ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ

ମୁମ୍ବାଇ,୨୫।୧ କୋଭିଡ୍‌ ଏବଂ ଓମିକ୍ରନ୍‌ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ...

ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି...

ଦେଶରେ ଆର୍ଥିକ ମାନ୍ଦାବସ୍ଥା: ଅଟୋ ଶିଳ୍ପ ଉପରେ ଝୁଲୁଛି ଛଟେଇ ଖଣ୍ଡା;ଅଶୋକ ଲେଲାଣ୍ଡ୍‌ ୧୮ ଦିନ ରହିବ ବନ୍ଦ

ନୂଆଦିଲ୍ଲୀ,୯।୯: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି। ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଅଟୋ ଶିଳ୍ପ ଉପରେ ପଡ଼ିଛି। ଇତିମଧ୍ୟରେ...

ଅଂଶଧନ ଗ୍ରହଣ କରିବ ଆମାଜନ

ନୂଆଦିଲ୍ଲୀ,୨୩।୧୨: କାଟାମାରାନ୍‌ ଓ ଆମାଜନର ଯୌଥ ଉଦ୍ୟୋଗ ‘ପ୍ରିଓନି ବିଜନେସ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ସମସ୍ତ ଆବଶ୍ୟକୀୟ ନିୟାମକ ମଂଜୁରି ହାସଲ ସହ ଆମାଜନ୍‌ ଏହାକୁ...

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ...

ନାତି ସହ ସେଲ୍‌ଫି ନେଲେ ମୁକେଶ ଅମ୍ବାନୀ

ଘରେ ଶିଶୁଟିଏ ଜନ୍ମ ନେଲେ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଏ। ଠିକ୍‌ ସେପରି ହୋଇଛି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କ୍ଷେତ୍ରରେ। ଗୁରୁବାର ବଡ଼ ବୋହୁ...

Advertisement
Archives

Model This Week