Posted inଜାତୀୟ

ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ସୁରକ୍ଷା ଯୋଗାଇ ଦିଆଗଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ନଜୀର ସାମିଲ ଥିଲେ। ଗୋଇନ୍ଦା ବିଭାଗ ପକ୍ଷରୁ ଜଷ୍ଟିସ୍‌ ନଜିରଙ୍କ ଜୀବନ ପ୍ରତି କେରଳରେ ସକ୍ରିୟ ଥିବା ପିଏଫ୍‌ଆଇ ଏବଂ ଅନ୍ୟ ସଂଗଠନଗୁଡ଼ିକଠାରୁ ବିପଦ ରହିଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ...

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ...

କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

ରାଜ୍ୟସଭାରୁ ଇସ୍ତଫା ଦେଲେ ରବି ଶଙ୍କର

ନୂଆଦିଲ୍ଲୀ, ୨୯।୫: ବିହାରର ପାଟିନ ସାହିବ ଲୋକ ସଭା ଆସନରୁ ବିଜୟ ହାସଲ କରିବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭାଜପା ଏମ୍‌ପି...

ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ

ଭୋପାଲ,୨୭।୧୨: ବଲିଉଡ୍‌ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର...

ଆଉ ୨ଶହ ନୁହେଁ ବିବାହ ଭୋଜିରେ ଯୋଗଦେବେ କେବଳ ୫୦

ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଏବେ ମୁଖ୍ୟମନ୍ତ୍ରୀ...

ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍‌ଏନ୍‌ପିଏଫ୍‌

ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି...

Advertisement
Archives

Model This Week