Posted inଜାତୀୟ

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍‌ବାଲ୍‌ ଅନସାରୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍‌କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ ଲୋକଙ୍କ ବିକାଶ ହେବାର ସମ୍ଭାବନା ରହିବ ବୋଲି ଏହି ମାମଲାରେ ଜଡ଼ିତ ଥିବା ଇକ୍‌ବାଲ୍‌ ଅନସାରୀ କହିଛନ୍ତି। ଅଯୋଧ୍ୟା ମାମଲାରେ ସେ ମୁଖ୍ୟ ପକ୍ଷ। ତେବେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବେ ବୋଲି ସେ ସୂଚନା ଦେଇଛନ୍ତି। ରାୟ ବିରୋଧରେ ଅନ୍ୟ କୌଣସି ମାମଲା ଲାଗି ଆବେଦନ କରା ଯିବ ନାହିଁ । ବାବରୀ ମସଜିଦ୍‌ ମାମଲାରେ ଇକ୍‌ବାଲ୍‌ଙ୍କ ପିତା ହାଶିମ୍‌ ଅନ୍‌ସାରୀ ୧୯୪୯ଠାରୁ ଜଡ଼ିତ ରହିଥିଲେ। ୨୦୧୬ରେ ଜୁଲାଇରେ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଶିମ୍‌ ଜଣେ ଦର୍ଜୀ ଭାବେ କାମ କରୁଥିଲେ। ପରେ ସେ ଏକ ସାଇକେଲ ଦୋକାନ ଖୋଲିଥିଲେ। ୧୯୫୨ରେ ବିବାଦୀୟ ସ୍ଥଳରେ ନମାଜ ପାଠ କରିଥିଲେ। ଏନେଇ ଅଦାଲତ ତାଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହ ବୟସ ବଢ଼ାଇବା ଦ୍ୱାରା ମିଳି ନପାରେ ସୁଫଳ: ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା…

ନୂଆଦିଲ୍ଲୀ,୨୮।୨ : ଝିଅମାନଙ୍କ ବିବାହର ବୟସ ବଢ଼ାଇବା ଇଚ୍ଛାକୃତ ଫଳାଫଳ ଦେଇ ନ ପାରେ ବୋଲି ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆର୍‌ଆର୍‌ଏସ୍‌ର ସର୍ବୋଚ୍ଚ...

କେବଳ ଜାତି ନାଁ ଧରିବା ଅପରାଧ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ,୩୦।୧ : ଅପମାନିତ କରିବା ଉଦ୍ଦେଶ୍ୟ ନ ଥାଇ କେବଳ ଜଣେ ବ୍ୟକ୍ତିଙ୍କ ଜାତି ନାଁ ଧରିବା ଅନୁସୂଚିତ ଜାତି, ଜନଜାତି(ଅତ୍ୟାଚାର ପ୍ରତିକାର) ଆଇନ, ୧୯୮୯...

୮୦ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ବିପିଏଲ୍‌ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…

ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ...

ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶିବରାଜ

ନୂଆଦିଲ୍ଲୀ,୧।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।...

ଭାଜପା ପ୍ରାର୍ଥୀଙ୍କୁ ଗୁଳି

କୋଲକତା,୧୯।୪: ପଶ୍ଚିମବଙ୍ଗର ମାଲଦାଠାରେ ଭାଜପା ପ୍ରାର୍ଥୀଙ୍କୁ ଗୁଳି କରାଯାଇଛି। ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହା ରବିବାର ରାତି ୯ଟାରେ ପ୍ରଚାରରୁ...

ଭାଜପା ପାଇଁ ଭୋଟ ମାଗୁଥିବା କୁନି ଝିଅକୁ ଦେଖି ଆଶ୍ଚର୍ଯ୍ୟ ହେଲେ ମୋଦି, କଂଗ୍ରେସ ଏହାକୁ କରିଛି ପ୍ରସଙ୍ଗ

ନୂଆଦିଲ୍ଲୀ,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଓଲଟା ଗଣତି ଆରମ୍ଭ ହୋଇଗଲାଣି । ଭୋଟିଂ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ...

ଟିକେଟ୍‌ କିଣି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ମୋଦି

ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ...

Advertisement
Archives

Model This Week