ଅମ୍ଫନ୍‌ ମୁକାବିଲା: କୋଲକାତା ବିମାନ ବନ୍ଦରରେ ଉଡ଼ାଣ ବନ୍ଦ

କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍‌ ଅପରାହ୍ନ ଅବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ କୋଲକାତା ବିମାନ ବନ୍ଦରରେ ସମସ୍ତ ଉଡ଼ାଣକୁ ଗୁରୁବାର ଭୋର୍‌ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟରେ ସ୍ବତନ୍ତ୍ର ବିମାନ ମଧ୍ୟ ଉଡ଼ାଣ କରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଟରକ୍ଷୀ ବାହିନୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ଲାଗି ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

୪୦ ବୁଥ୍‌ରେ ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ,୨୭ା୪(ପି.ଟି.): ମୁମ୍ବାଇ ଲୋକ ସଭା ନିର୍ବାଚନ ମଣ୍ଡଳୀର ୪୦ଟି ବୁଥ୍‌ରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସଶକ୍ତୀକରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ...

ଡୋନାଲ୍ଡ ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ,୨।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ। ଏ ନେଇ ଶୁକ୍ରବାର ନିଜେ ଟ୍ରମ୍ପ୍‌ ଟୁଇଟ କରି...

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି...

ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍‌ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର

ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ସିବି ବଲିଉଡ୍‌ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା...

୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା...

ମୋଦିଙ୍କୁ ଟକ୍କର ଦେଲେ ଦିଦି: ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ମାଗଣାରେ ଦେବେ ରାଶନ

କୋଲକାତା,୩୦।୬: ଅନ୍‌ଲକ୍‌ ୨.୦ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ସେ ଦେଶର ଗରିବ...

ଆଲିଗଡ ବଳାତ୍କାର ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ: ପ୍ରିୟଙ୍କା

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାରେ ରାଜନୀତି ଜୋର ଧରିଛି। ଦେଶର ବଡ ବଡ...


Coronavirus Update

Archives

Model This Week

Why Dharitri