Posted inଖେଳ

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।  ଜାଣନ୍ତୁ  ସେଭଳି କିଛି କ୍ରିକେଟର୍ସଙ୍କ ସମ୍ପର୍କରେ…

 

ଗୌତମ ଗମ୍ଭୀର-ନତାଶା ଜୈନ
ଭାରତୀୟ ଦଳର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଗ୍ରାଜୁଏସନ୍‌ କରିଥିବାବେଳେ ତାଙ୍କ ସ୍ତ୍ରୀ ନତାଶା ବିବିଏ କରିଛନ୍ତି।

ଉମେଶ ଯାଦବ-ତାନ୍ୟା
ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ସ୍କୁଲରୁ ପାଠପଢା ଛାଡି ଖେଳରେ ମନୋନିବେଶ କରିଥିଲେ। ତାଙ୍କ ସ୍ତ୍ରୀ ତାନ୍ୟା ଫେଶନ ଡିଜାଇନିଂରେ ଗ୍ରାଜୁଏସନ କରିଛନ୍ତି।

ରବିନ୍ଦ୍ର ଜାଡେଜା-ରିଭାଭା ସୋଲାଙ୍କି
ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମାତ୍ର ନବମ ପର୍ଯ୍ୟନ୍ତ ପାଠ ପଢିଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଇଞ୍ଜିନିୟରିଂ କରିଛନ୍ତି।

ସୁରେଶ ରାଇନା-ପ୍ରିୟଙ୍କା ଚୌଧୁରୀ
ସୁରେଶ ରାଇନା ସ୍କୁଲରେ ପଢୁଥିବାବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତା‘ପରେ ସେ ପାଠ ପଢାଛାଡଦେଇଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ବିଟେକ୍‌ କରିଛନ୍ତି।

ମହେନ୍ଦ୍ର ସିଂ ଧୋନୀ-ସାକ୍ଷୀ ଧୋନୀ

ଭାରତୀୟ କ୍ରିକେଟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂ ଧୋନୀ +୨ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ତାଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଛନ୍ତି।

ସଚିନ ତେନ୍ଦୁଲକର-ଅଞ୍ଜଳି
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସ୍ତ୍ରୀ ଅଞ୍ଜଳୀ ମେଡିକାଲ ଡିକ୍ରୀ ହାସଲ କରିଥିବାବେଳେ ସଚିନ ଦଶମ ଫେଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଡିଲେଡ୍‌ ଟେଷ୍ଟ ବେଳେ ଭାରତୀୟ କ୍ରିକେଟରଙ୍କୁ ଏଭଳି ଡାକିଥିଲେ କୁନି ପ୍ରଶଂସକ: ଜବାବରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଛୋଟ ପିଲା ଏମିତି କିଛି କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ...

ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହେଲା ଇଂଲଣ୍ଡ

ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍‌ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ...

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ...

ଏହି ମହିଳା କ୍ରିକେଟର ହେଲେ କରୋନା ପଜିଟିଭ

ଭାରତୀୟ ମହିଳା ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨ ବର୍ଷୀୟା ଏହି ତାରକା ଅଲରାଉଣ୍ଡର ଏବେ ଘରେ ନିଜକୁ...

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା...

ନକ୍‌ ଆଉଟରେ ନେଦରଲାଣ୍ଡ୍ସ, ସେନେଗାଲ

ଦୋହା, ୩୦।୧୧: ନେଦରଲାଣ୍ଡ୍ସ ଓ ସେନେଗାଲ ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରେ ମଙ୍ଗଳବାର ଅନୁଷ୍ଠିତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସ ୨-୦...

ନାଚିଲେ ବ୍ରାଜିଲ ଖେଳାଳି

ଦୋହା,୭।୧୨(ପି.ଟି.): କ୍ୱାର୍ଟର ଫାଇନାଲ ପ୍ରବେଶ ପରେ ବ୍ରାଜିଲ ଦଳର ଖେଳାଳି ମାନେ ନାଚିଥିଲେ। ଟୁର୍ନାମେଣ୍ଟ ପୂର୍ବରୁ ପ୍ରତି ଗୋଲ ପାଇଁ ଭିନ୍ନ ସେଲିବ୍ରେଶନର ପ୍ରତିଶ୍ରୁତି ଦେଇଥିବା...

ସୁଲିଭାନ୍‌ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ

ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍‌ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍‌...

Advertisement
Archives

Model This Week