ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ ବୋହୂ ଚରିତ୍ରରେ ଦେଖିବାକୁ ମିଳୁଛି। ସୁପରନେଚୁରାଲ କାହାଣୀ ଉପରେ ଆଧାରିତ ଏହି ଓ୍ବେବ୍‌ ସିରିଜ୍‌ ଅପରାଧ, ସସ୍‌ପେନ୍ସ ଏବଂ ପ୍ରେମ କାହାଣୀରେ ଭରପୂର। ଜୁନ୍‌ ୨୪ରେ ନେଟଫିକ୍ସରେ ‘ବୁଲବୁଲ’ ରିଲିଜ୍‌ ହେବାର ରହିଛି।
ଫିଲ୍ମର କହାଣୀ ୧୯ ଏବଂ ୨୦ ଶତାବ୍ଦୀର ପୃଷ୍ଠଭୂମି ଉପରେ ଆଧାରିତ। ଫିଲ୍ମର ପ୍ରମୁଖ ତଥା ବୁଲବୁଲ ଚରିତ୍ରରେ ତୃପ୍ତି ଅଭିନୟ କରୁଥିବା ବେଳେ ଅନ୍ୟ ଚରିତ୍ରରେ ରହିଛନ୍ତି ଅବିନାଶ ତିଓ୍ବାରୀ, ପାଓଲୀ ଡମ୍‌, ପରଂବ୍ରତ ଚାଟାର୍ଜୀ ଏବଂ ରାହୁଲ ବୋସ। ପିଲାଦିନେ ଶୋଇବା ସମୟରେ ଶୁଣୁଥିବା କାହାଣୀ ଯଦି ସତ ହୁଏ ତେବେ କ’ଣ ହେବ ବୋଲି ଅନୁଷ୍କା ଟ୍ରେଲର ରିଲିଜ୍‌ କରି ଏପରି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ

ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍‌ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି...

ବିଗ ବି ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ରେଖା, ଟାଇଗରଙ୍କ ଏମିତି ଉତ୍ତରରେ ଚମକି ପଡିଲେ କରନ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ‘କଫି ୱିଥ କରନ’ । ନିକଟରେ ଏହି ଶୋ’ର ଅତିଥି ସାଜିଥିଲେ ବଲିଉଡ ନାୟକ ଟାଇଗର...

ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା...

ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି।...

ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ

ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା...

ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ବଲିଉଡ୍‌ ଦୁନିଆରୁ ଆସିଛି ଏକ ଭିନ୍ନ ଧରଣର ଖବର। ସଞ୍ଜୟ ଲିଲା...

କରୋନାକୁ ହରାଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ...

ପ୍ରଥମଥର ନେଗେଟିଭ କ୍ୟାରେକ୍ଟରରେ ୟାମି

ମୁମ୍ବାଇ: କରୋନା ମହାମାରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ୍ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନାର ପ୍ରକୋପ...

Advertisement
Archives

Model This Week