Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆବେଦନ: ଶୁଣାଣି ଅକ୍ଟୋବର ୧ରୁ; ଗଠନ ହେଲା ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୮।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ଅକ୍ଟୋବର ୧ରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେବ। ଏନେଇ ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ବିଚାରପତି ଏନ୍‌.ବି. ରମଣାଙ୍କ ନେତୃତ୍ୱରେ ବିଚାରପତି ସଞ୍ଜୟ କିଶନ କୋଲ୍‌, ବିଚାରପତି ଆର୍‌. ସୁଭାଷ ରେଡ୍ଡୀ, ବିଚାରପତି ବି.ଆର୍‌. ଗଓ୍ବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ମାମଲାର ପ୍ରତିଦିନ ଶୁଣାଣି କରୁଥିବାରୁ ନିଜକୁ ଏଥିରେ ସ୍ଥାନୀତ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ୮ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଚଣ୍ଡିଗଡ଼,୭।୪: ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ରାଜ୍ୟରେ ୮ ଘଣ୍ଟିଆ...

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା...

ଜନ୍ମଦିନ କେକ୍‌ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…

ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍‌ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ...

ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ...

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ...

ଭାଙ୍ଗିଲା ଟ୍ୱିନ ଟାୱାର, ପାଖ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ, ଫାଟି ଯାଇଛିି କିଛି ଆପାର୍ଟମେଣ୍ଟ ଝରକା କାଚ

ନୋଏଡା,୨୯ ।୮: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ...

ମୋବାଇଲରେ ଗେମ୍‌ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା

ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ: ୫୭ ଆସନ ପାଇଁ ଭୋଟଗ୍ରହଣ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବା...

Advertisement
Archives

Model This Week