ଅଧିକ ୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ,୯।୫: କରୋନା ପାଇଁ ସରକାରଙ୍କ ରାଜସ୍ବ କ୍ଷତି ହେବ। ଚଳିତ ଆର୍ଥତ୍କ ବର୍ଷରେ ସରକାର ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରାଯାଇଛି। କରୋନା ମୁକାବିଲା ଲାଗି ସରକାର ଖର୍ଚ୍ଚ ବଢ଼ାଇଥିବାରୁ ଚଳିତ ବର୍ଷ ମୋଟ ୧୨ ଲକ୍ଷ କୋଟି ଟଙ୍କା ବଜାରରୁ ଋଣ ଭାବେ ଉଠାଇବେ। ରାଜସ୍ବ ଆଦାୟ ଏବଂ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ଢେର ବଢ଼ିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ବିଚାରକରି ଅଧିକ ଋଣ କରିବା ଲାଗି ସରକାର ଯୋଜନା ଧାର୍ଯ୍ୟ କରିଛନ୍ତି। ୨୦୨୦-୨୧ ଲାଗି ୭.୮୦ ଲକ୍ଷ କୋଟି ଟଙ୍କା ବଜାରରୁ ଉଠାଇବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଏହି ସୀମାକୁ ବଢାଯାଇ ୧୨ ଲକ୍ଷ କରାଯାଇଛି। କାରଣ ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସେହି ଅନୁସାରେ ଖର୍ଚ୍ଚ ବଢାଇବାକୁ ପଡିବ। ସରକାର ସାପ୍ତାହିକ ଋଣ ଉଠାଣ ଲକ୍ଷ୍ୟ ୨୧ ହଜାର କୋଟିରୁ ୩୦ ହଜାର କୋଟି ଟଙ୍କାକୁ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବ୍ୟବସାୟ କରିପାରେ ରୁଷୀୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୧ା୯: ଭାରତୀୟ ମୁଦ୍ରା ରୁପି (ଟଙ୍କା) ଏବଂ ରୁଷିଆ ମୁଦ୍ରା ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବ୍‌ଶୀଘ୍ର...

ଶାଓମି ଇଣ୍ଡିଆ ସହ ରିଲାଏନ୍ସ ଜିଓର ସହଭାଗିତା

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିତ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି।...

ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ...

୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

  ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨...

ଫ୍ଲିପ୍‌କାର୍ଟର ‘କ୍ୟାସ ଅନ୍‌ ଡେଲିଭରି’ ହେଲା ମହଙ୍ଗା; ଏବେ ଗଣିବାକୁ ହେବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧।୧୧: ଲୋକପ୍ରିୟ ଶପିଂ ପ୍ଲାଟ୍‌ଫର୍ମ ‘ଫ୍ଲିପକାର୍ଟ’ ଏହାର ‘କ୍ୟାସ୍‌ ଅନ୍‌ ଡେଲିଭରି’ ବିକଳ୍ପ ପାଇଁ ହ୍ୟାଣ୍ଡଲିଂ ଚାର୍ଜ ଯୋଡିବା ଆରମ୍ଭ କରିଛି। ବର୍ତ୍ତମାନ କୌଣସି ଉପଭୋକ୍ତା...

ପରିବହନର ପ୍ରମୁଖ ପଥ ପାଲଟିଛି କେଡିଏସ୍‌

ଭୁବନେଶ୍ୱର,୧୫।୯: ଦେଶର ସର୍ବପୁରାତନ ତଥା ପ୍ରମୁଖ ବନ୍ଦର ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର କୋଲକାତା (ଏସ୍‌ଏମ୍‌ପିକେ) ପକ୍ଷରୁ ବ୍ୟବସାୟିକ ବୃଦ୍ଧି ଓ ମିଳିତ କାରବାର ଉଦ୍ଦେଶ୍ୟରେ ବୁଧବାର...

ପଟିଆରେ ଦି ମ୍ୟାନ୍‌ ଷ୍ଟୋରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ପୋଷାକ ବ୍ୟବସାୟ ପ୍ରତିଷ୍ଠାନ ‘ଦି ମ୍ୟାନ୍‌ ଷ୍ଟୋର’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ସ୍ଥାନୀୟ ପଟିଆ ଛକ (କିଟ୍‌ ସ୍କୋୟାର)ଠାରେ...

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୮% ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ...

Advertisement
Archives

Model This Week