ଅଧିକ ନୋଟ୍‌ ଛାପିବା ଠିକ୍‌ ନୁହେଁ: ଏନ୍‌.କେ .ସିଂ

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ରାଜକୋଷରେ ବିତ୍ତୀୟ ନିଅଣ୍ଟ ଏବଂ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କୋଭିଡ୍‌-୧୯ ରାଜସ୍ବକୁ ପ୍ରଭାବିତ କରିଥିଲେ ମଧ୍ୟ ଅଧିକ ନୋଟ୍‌ ଛାପିବା ଠିକ୍‌ କଥା ନୁହେଁ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ସୂଚନା ଦେଇଛନ୍ତି। କରୋନା ପାଇଁ ଟିକସ ଏବଂ ଅଣ ଟିକସ ରାଜସ୍ବ କ୍ଷେତ୍ରରେ ଅନେକ ଅନିଶ୍ଚିତତା ଦେଖାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ...

ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ...

ଶେଷ ହୋଇପାରେ ଆମେରିକା-ଚାଇନା ଟ୍ରେଡଓ୍ବାର 

ନୂଆଦିଲ୍ଳୀ,୨୨-୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ। ଟ୍ରେଡ୍‌ ଡିଲ୍‌କୁ ନେଇ ଚାଇନାର ରାଷ୍ଟ୍ରପତି ଜି.ଜିନପିଙ୍ଗଙ୍କ ସହ...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି।...

ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି। ଫର୍ମ ୧୫ଜି ତଥା ଫର୍ମ ୧୫...

ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି।...

କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ

ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ...

ଲକ୍ଷ୍ମୀବିଳାସ ବ୍ୟାଙ୍କ ଉଠାଣରେ ଲାଗିଲା କଟକଣା;ମାସିକ ୨୫ ହଜାର ଉଠାଇ ପାରିବେ ଜମାକାରୀ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଉଠାଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ସରକାର ଏବେ ଏହି ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଛନ୍ତି।...

Advertisement
Archives

Model This Week