ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର ଆୟୋଜକ ବିଲ ବେକରଙ୍କ କହିବା ଅନୁଯାୟୀ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ପ୍ରତି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପ୍ରତି ବର୍ଷ ଏଭଳି ଏକ ନିଆରା ଉତ୍ସବ ଆୟୋଜନ କରାଯାଇଥାଏ। ଯେଉଁଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଆସି ଭାଗ ନେଇଥାନ୍ତି। ସ୍ବତନ୍ତ୍ର ପୋଷାକ ସହ ପ୍ରତିଯୋଗୀମାନେ ଜଳପରୀ ବେଷରେ ମଧ୍ୟ ନଜର ଆସିଥାନ୍ତି। ଏହି ଉତ୍ସବରେ ମ୍ୟୁଜିସିଆନ ବୁଡାଳିମାନେ ପାଣି ଭିତରେ ସାମୁଦ୍ରିକ ଥିମ୍‌ କୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଇନଷ୍ଟ୍ରୁମେଣ୍ଟ ବଜେଇଥାନ୍ତି ଏବଂ ପୂର୍ବରୁ ବଛା ହୋଇ ରହିଥିବା ସମୁଦ୍ର ଥିମ ଗୀତକୁ ଅଣ୍ଡରଓ୍ବାଟର ସ୍ପିକର ଦ୍ୱାରା ଲାଇଭ ଷ୍ଟ୍ରିମିଙ୍ଗ କରାଯାଇଥାଏ। ତେବେ ଏହି ଉତ୍ସବର ମଜା ନେବା ଲାଗି ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଫ୍ଲୋରିଡାର ଲୁ କି ରିଫ୍‌ ଠାରେ ଏକତ୍ରିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀ ସୀମାରେ ବରଫ ପାଲଟିଗଲେ ୧୯ ଶରଣାର୍ଥୀ

ଇସ୍ତାନବୁଲ,୩।୨: ଗ୍ରୀସ୍‌-ତୁର୍କୀ ସୀମା ନିକଟରୁ ଗୁରୁବାର ଆଉ ୭ ଜଣ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଏହାକୁ ମିଶାଇ ସୀମାରେ ତୁଷାରପାତରେ ମୃତ ଶରଣାର୍ଥୀଙ୍କ ସଂଖ୍ୟା ୧୯ରେ...

ନାଚରେ ଉତ୍ସାହ ବଢ଼ାଇଲେ କରୋନା ରୋଗୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ନାଁ ଶୁଣିବା ମାତ୍ରେ କେମିତି ଏକ ପ୍ରକାର ଭୟ ମନ ଭିତରକୁ ଆପେ ଆପେ ଆସିଯାଉଛି। କିନ୍ତୁ ସାହସର ସହ ମୁକାବିଲା...

ସିଙ୍ଗଡ଼ା ଖାଇଲେ ମିଳିବ ୭୧ ହଜାର

ଲକ୍ଷ୍ନୌ ସିଙ୍ଗଡ଼ା କହିଲେ ସାଧାରଣତଃ ଆମେ ଆମ ହାତମୁଠାରେ ଧରି ପାରୁଥିବା ସିଙ୍ଗଡ଼ା କଥା ଭାବିଥାଉ। ହେଲେ ଉତ୍ତରପ୍ରଦେଶର ଏକ ମିଠା ଦୋକାନରେ ପ୍ରସ୍ତୁତ ବିରାଟ...

ବିଆରଆଇ ପରିଯୋଜନା ହେବ ତ୍ୱରାନ୍ବିତ: ଚାଇନା-ନେପାଳ ସହମତି… 

ବେଜିଂ,୧୧।୭ : ଦେଶରେ ଭିତ୍ତିଭୂମି ନିର୍ମାଣ ପାଇଁ ବିବାଦୀୟ ବେଲ୍ଟ ଏବଂ ରୋଡ ଇନିସିଏଟିଭ ଅଧୀନରେ ଚାଇନା ସରକାର ଘୋଷଣା କରିଥିବା ପ୍ରକଳ୍ପର ଶୀଘ୍ର ସମାପ୍ତି...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ...

କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ

ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି।...

ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍‌…

ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ...

ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ୍‌ ମା

ସାଂଘାଇ,୧୦।୯: ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ହୋଲ୍ଡିଂ ଲିମିଟେଡର ମୁଖ୍ୟ ତଥା ଚୀନର ବିଶିଷ୍ଟ ପୁଞ୍ଜିପତି ଜ୍ୟାକ ମା’ ନିଜ ୫୫ତମ...

Advertisement
Archives

Model This Week