ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି। ତେବେ ଭାରତ ପକ୍ଷରୁ ଏହାକୁ ଦୃଢ ଭାବେ ଖଣ୍ଡନ କରାଯାଇଛି। ଟ୍ରମ୍ପ ମିଛ କହୁଥିବା ଭାରତ କହିଛି। ଏପରିକି ଟ୍ରମ୍ପଙ୍କ ବୟାନକୁ ଆମେରିକାର ସାଂସଦମାନେ ମଧ୍ୟ ନାପସନ୍ଦ କରିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଟମ୍ପ ମିଛ ଧରାପଡିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକଥର ତାଙ୍କ ମିଛ ଧରାପଡିଛି। କାର୍ଯ୍ୟକାଳର ଅଢେଇ ବର୍ଷ ଭିତରେ ସେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି।
ଓ୍ବାଶିଂଟନ୍‌ ପୋଷ୍ଟ ଫ୍ୟାକ୍ଟ ଚେକର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟମ୍ପ ୨୦୧୮ରେ ପ୍ରତିଦିନ ୧୭ଥର ମିଛ କହିଛନ୍ତି। ୨୦୧୭ ଅପେକ୍ଷା ୨୦୧୮ରେ ସେ ଅଧିକ ମିଛ କହିଛନ୍ତି। ଗତ ୧୮ ମାସ ଭିତରେ ସେ ମୋଟ ୧୩ ଲକ୍ଷ ୪୦ ହଜାର ୩୩୦ଟି ଶବ୍ଦ କହିଛନ୍ତି। ସେଥିମଧ୍ୟରେ ୫.୧ ପ୍ରତିଶତ ମିଥ୍ୟା ଶବ୍ଦ। ଟମ୍ପଙ୍କ ପ୍ରତି ୧୪ଟି ଟବ୍ଦରେ ଗୋଟିଏ ଶବ୍ଦ ମିଛ ଥାଏ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ...

ପାକିସ୍ତାନରେ ଆତଙ୍କବାଦ ପାଇଁ ଇମ୍ରାନ୍‌ ଦାୟୀ, ଶହବାଜ ସରିଫଙ୍କ ଦାବି…

ଇସଲାମାବାଦ, ୨୭।୬ : ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟତା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ...

କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ...

ଭାରତ ସହ ସୁସମ୍ପର୍କ ଚାହୁଁ

ଇସଲାମାବାଦ,୧୨ା୪: ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ଶରିଫ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ଦେଶର ମୁଖ୍ୟ ଭାବେ ନିର୍ବାଚିତ ହେବା...

ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ

ଓ୍ବାଶିଂଟନ୍‌, ୧୪ା୯: ଟୁଇଟର ଇଙ୍କ୍‌ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍‌ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪...

ଗୁଗଲ୍‌ ନାଁରେ ୩୬ ରାଜ୍ୟରେ ମାମଲା

ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍‌ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ...

ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି

ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ...

ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି। ସେ ଏକ ଫ୍ରେଞ୍ଚ କମ୍ପାନୀର...

Advertisement
Archives

Model This Week