ଅଡୁଆ କରୁଛି କିସ୍‌

ଦିଶା ପଟାନି ଏବେ ଟେନସନରେ। କାରଣ ଯେଉଁ କେତୋଟି ଅଫର ମିଳୁଛି ସେଥିରେ ଲିପ୍‌-ଲକ୍‌ ସିନ୍‌ ରହୁଛି। ଆଉ ଏକଥା ଶୁଣିବା ପରେ ଦିଶା ପ୍ରଥମେ କି ନିଷ୍ପତ୍ତି ନେବେ ଜାଣିପାରି ନ ଥିଲେ। କିଛି ଦିନ ଚିନ୍ତା କରିବା ପରେ ସେ ଏପରି ଅଫରକୁ ରେଡ୍‌ ସିଗନାଲ ଦେଖାଇଛନ୍ତି। ଏ ନେଇ ଦିଶା କହନ୍ତି, ‘ଅଯଥାରେ କିସ୍‌ ଶଟ୍‌ ଦେଇ ମୁଁ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ଆସିନାହିଁ। ମୋ ଭୂମିକାକୁ ମୁଁ ସବୁବେଳେ ଗୁୁରୁତ୍ୱ ଦେଇଥାଏ। କାହାଣୀ ଅନୁସାରେ ଯଦି କିଛି ଇଣ୍ଟିମେଣ୍ଟ ସିନ୍‌ ରହିଲା ତାକୁ ନେଇ ମୁଁ ଚିନ୍ତା କରିପାରେ। ହେଲେ କାହାଣୀ ସହ ଆଦୌ କିଛି ସଂଯୋଗ ନ ଥିବା ବୋଲ୍ଡ ଶଟ୍‌ ଦେବାକୁ ମୁଁ କେବେ ରାଜି ହେବି ନାହିଁ। ନିକଟରେ ଲିପ୍‌-ଲକ୍‌ ସିନ୍‌ ପାଇଁ ମୁଁ ଦୁଇଟି ଅଫର ହାତଛଡ଼ା କରିଛି। ଏ ନେଇ ମୋର ମନ ଦୁଃଖ ନାହିଁ। କାରଣ ସେପରି ଶଟ୍‌ ସହ କାହାଣୀର କିଛି ସମ୍ପର୍କ ଥିବା ମୋତେ ଜଣାପଡ଼ି ନ ଥିଲା। କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ମୁଁ ଶହେ ଥର ସେ ନେଇ ଚିନ୍ତା କରିବି। ଯଦି ତରତର ହେଲି ତେବେ ତାହାଦ୍ୱାରା ମୋ କ୍ୟାରିୟର ପ୍ରଭାବିତ ହେବ।’ ତେବେ ଦିଶା ନିଜର ଏପରି ମାନସିକତାକୁ କେତେ ଦିନ ବଜାୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ପରିବାରକୁ ଭଲ ପାଉଥିବା ଝିଅ ହେବ ମୋ ଲାଇଫ ପାର୍ଟନର୍‌

ପିଲାଦିନ ପିଲାଦିନେ ମୁଁ ବେଶି ଦୁଷ୍ଟ ନ ଥିଲି। କିନ୍ତୁ ମୁଁ ଯୋଉଠିକୁ ଯାଉଥିଲି ପଡ଼ିଯାଉଥିଲି ଅବା କୋଉଠି ବାଡ଼େଇ ହୋଇ ଖଣ୍ଡିଆ ଖାବରା ହେଉଥିଲି।...

ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ...

୨୦ ବର୍ଷ ଧରି ରହୁଛନ୍ତି ଲିଭ୍‌ ଇନ୍‌ରେ; ହେଲେ ବିବାହ, ପିଲାକୁ ନେଇ ଯୋଜନା ନାହିଁ

ବମ୍ବେ: ବର୍ଷେ କିମ୍ବା ଦୁଇବର୍ଷ ନୁହେଁ ବରଂ ଦୀର୍ଘ ୨୦ ବର୍ଷ ଧରି ଲିଭ୍‌ ଇନ୍‌ରେ ରହୁଛନ୍ତି। ହେଲେ ନା ବିବାହ କରିବାର ଇଚ୍ଛା ଅଛି...

ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍‌

ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର...

ବିବାହ ପୂର୍ବରୁ ୩ ଥର ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୭୦ରୁ ୮୦ ଦଶକ ମଧ୍ୟରେ ଅଭିନେତ୍ରୀ ରୀନା ରାୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। କାରଣ ସେହି ସମୟରେ ତାଙ୍କ ଅଭିନୀତ...

ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ

ଫିଲ୍ମ ‘ହସିନ ଦିଲ୍‌ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ...

ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ଶାହାରୁଖଙ୍କ ପୁଅ

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଏବେ ପରଦାକୁ ଆସିବାକୁ ବାକି ଅଛି ଆର୍ଯ୍ୟନ୍‌ ଖାଁଙ୍କର। ଶାହାରୁଖ ଖାଁଙ୍କ ବଡ ପୁଅ ହେଉଛନ୍ତି ଆର୍ଯ୍ୟନ୍‌। ସେ ବଲିଉଡରେ...

ଏହି ଲୋକପ୍ରିୟ ଅଭିନେତା ଗୋଡ଼ରେ କଲେ ଖାସ୍‌ ଟାଟୁ: ଏଥିପାଇଁ ଲାଗିଲା ୩୦ ଘଣ୍ଟା

ବଲିଉଡ୍‌ ଅଭିନେତା କୁନାଲ ଖେମୁ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। କିଛିଦିନ ତଳେ ସେ ଝିଅ ଇନାୟାଙ୍କ ଜନ୍ମଦିନରେ ଝିଅ ନାମରେ ନିଜ ଛାତିରେ...

Advertisement
Archives

Model This Week