Posted inଖେଳ

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ଏହି ଫାଇନାଲ ଖେଳାଯିବ। ଏହି ନିର୍ଣ୍ଣାୟକ ମୁକାବିଲା ଫାଙ୍କା କିଙ୍ଗ୍‌ ବାଉଡୋଉନ୍‌ ଷ୍ଟାଡିୟମରେ କ୍ଲବ ବ୍ରୁଗ୍‌ ଓ ଆଣ୍ଟଓ୍ବେର୍ପ ମଧ୍ୟରେ ଖେଳାଯିବ ବୋଲି ବେଲଜିଆନ ସକର କର୍ତ୍ତୃପକ୍ଷ କହିଛନ୍ତି। କୋଡିଡ-୧୯ ମହାମାରୀ କାରଣରୁ କ୍ଲବ ବ୍ରୁଗ୍‌କୁ ଆଗୁଆ ୧୬ତମ ବେଲଜିଆନ ଟାଇଟଲ ଚଳିତ ମାସ ପ୍ରଦାନ କରାଯାଇଥିଲା। ଫଳରେ ବ୍ରୁଗ୍‌ ପାଇଁ ଲିଗ୍‌- କପ୍‌ ଡବଲ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି। ମହାମାରୀ ପାଇଁ ବେଲଜିୟମ୍‌ରେ ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଞ୍ଚିବା ପାଇଁ ମଣିଷ ମାଂସ ଖାଇଥିଲେ ଖେଳାଳି

କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରେ ସେ ପ୍ରଥମ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ...

ଛକା ମାରି ଦ୍ୱିଶତକ ପୂରଣ କଲେ ମୟଙ୍କ

ଇନ୍ଦୋର,୧୫।୧୧- ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଛକା ଲଗାଇ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛନ୍ତି। ସେ ୨୦୪ ବଲର ସମ୍ମୁଖୀନ ହୋଇ ୨୦୨ ରନ୍‌ କରିଛନ୍ତି।...

ଜୁନିୟର ବିଶ୍ୱ ରେକର୍ଡ ପରେ ମିଳିଥିଲା ସେନାରେ ଚାକିରି

ଟୋକିଓ,୭।୮: ନୀରଜ ୨୦୧୬ରେ ଜାଭେଲିନ ଥ୍ରୋରେ ଜୁନିୟର ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏଥିଯୋଗୁ ସେନାବାହିନୀ ତାଙ୍କୁ ଜୁନିୟର କମିସଣ୍ଡ ଅଫିସର ପଦରେ ନିଯୁକ୍ତି ଦେଇଥିଲା।...

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର...

ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା...

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ...

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ...

୯୭ ରନ୍‌ର ପାଳି ଖେଳିବା ପୂର୍ବରୁ ୨ ଇଞ୍ଜେକ୍ସନ ନେଇଥିଲେ ଏହି ଭାରତୀୟ କ୍ରିକେଟର, କହିଲେ ଏଭଳି..

ନୂଆଦିଲ୍ଲୀ,୨୪।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଗାବା ଟେଷ୍ଟରେ ପନ୍ତ ୮୯...

Advertisement
Archives

Model This Week